ପେନସନ୍, ଚେକବୁକ୍ ଠାରୁ ଆରମ୍ଭ କରି ସିଲିଣ୍ଡର ପର୍ଯ୍ୟନ୍ତ, ଏସବୁ କ୍ଷେତ୍ରରେ ଆଜିଠାରୁ ଲାଗୁ ହେବ ନୂତନ ନିୟମ

ନୂଆଦିଲ୍ଲୀ: ଅକ୍ଟୋବର ୧ ଅର୍ଥାତ୍ ଆଜିଠାରୁ ପେମେଣ୍ଟ, ବ୍ୟାଙ୍କିଙ୍କ୍, ପେନସନ୍, ଏଟିଏମ୍, ସିଲିଣ୍ଡର ଭଳି କିଚଇ ପ୍ରମୁଖ କ୍ଷେତ୍ରରେ ପରିବର୍ତ୍ତନ ହେବ । ତେବେ ଏହିସବୁ ପ୍ରଭାବ ଆପଣଙ୍କ ଉପରେ ପଡ଼ିପାରେ । ତେଣୁ…

ଜାନୁଆରୀରେ ବାଜିବ ନାଗିନ୍‌ ମୌନିଙ୍କ ବିବାହ ଶାହାନାଇ, ଡେଷ୍ଟିନେସନ୍ ୱେଡିଂ ପାଇଁ କରିଛନ୍ତି ପ୍ଲାନ୍

ମୁମ୍ବାଇ (ଭାସ୍କର ନ୍ୟୁଜ୍) : ନାଗିନ୍‌ ଫେମ୍‌ ମୌନି ରୟ ଖୁବ୍‌ ଶୀଘ୍ର ହେବେ ହାତକୁ ଦି ହାତ । ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡଙ୍କୁ କରିବେ ବିବାହ । ଆସନ୍ତା ବର୍ଷ ଜାନୁଆରୀରେ ବାଜିବ ସୁରଜ ନାମ୍ବିଆର ଏବଂ…

ଡାକ୍ତରଙ୍କୁ ର୍ଦୁବ୍ୟବହାର କରିବା ପଡିଲା ମହଙ୍ଗା, ଭୁଲ୍‌ ମାଗିଲେ ପୂର୍ବତନ ମହିଳା ଅଧ୍ୟକ୍ଷା

ଢେଙ୍କାନାଳ (ଭାସ୍କର ନ୍ୟୁଜ୍‌): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ରାଜକିଶୋର ସେଠୀଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରିବା ପୌର ପରିଷଦର ପୂର୍ବତନ ମହିଳା ଅଧ୍ୟକ୍ଷା ମୋନିକା ଶର୍ମା ପଡିଲା ମହଙ୍ଗା।…

ମର୍ଣ୍ଣିଂ ୱାକ୍ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ, ଲୁହା ରଡ୍ ରେ ମୁଣ୍ଡକୁ ପିଟିଲେ ଦୁର୍ବୃତ୍ତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ କରାଯାଇଛି । ଆହତ ସାମ୍ବଦିକ ସତ୍ୟସୁନ୍ଦର ଭଞ୍ଜ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ମର୍ଣ୍ଣିଂ ୱାକ୍…

ଲାଲବାହିନୀକୁ ଶକ୍ତ ଝଟ୍‌କା, ୨ ମହିଳା କ୍ୟାଡରଙ୍କ ସହ ୧୧ ନକ୍ସଲଙ୍କ ଆତ୍ମସମର୍ପଣ

ସୁକମା: ଛତିଶଗଡ ସୁକମା ଜିଲ୍ଲା ପୋଲିସ ନିକଟରେ ୧୧ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ନକ୍ସଲ ଥିବା ସୂଚନା ମିଳିଛି । ସୁକମା ପୋଲିସ ଦ୍ୱାରା ଆରମ୍ଭ କରାଯାଇଥିବା ପୁନା ନାର୍କମ ଅଭିଯାନରେ…

ପିପିଲି ଉପନିର୍ବାଚନ: ଇଭିଏମ୍‌ରେ ସିଲ୍‌ ୧୦ ପ୍ରାର୍ଥୀଙ୍କ ଭାଗ୍ୟ, ୩ରେ ଭୋଟ୍‌ ଗଣତି ଓ ଫଳାଫଳ ପ୍ରକାଶ

ପିିପିଲି/ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ପିିପିଲି ବିଧାନସଭା ଆସନ ପାଇଁ ଗୁରୁବାର ମତଦାନ ସମ୍ପନ୍ନ ହୋଇଛି । ଫଳରେ ପିପିଲି ଉପନିର୍ବାଚନ ଲଢ଼ୁଥିବା ୧୦ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍‌ରେ ସିଲ୍‌ ହୋଇଯାଇଛି । ଏବେ…

ଏହି ସବୁ ରୋଗୀ ଖାଇ ପାରିବେନି ଡାଳିମ୍ବ; ଜାଣନ୍ତୁ କଣ ରହିଛି କାରଣ

ଡାଳିମ୍ବ ଖାଇବା ଦ୍ୱାରା ଲାଭ ହେବା ସହ ଅନେକ କ୍ଷତି ମଧ୍ୟ ହୋଇଥାଏ। ତେବେ କ’ଣ ସବୁ କ୍ଷତି ହୋଇଥାଏ ଏବଂ କେଉଁମାନେ ଏହାକ ଖାଇବା ମନା ଆସନ୍ତୁ ଜାଣିବା। ଆଲର୍ଜି ସମସ୍ୟା ଥିଲେ ଡାଳିମ୍ବ ଖାଇବା ଉଚିତ ନୁହେଁ।…

ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା, ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଉତ୍ତର-ପଶ୍ଚିମ ଝାଡ଼ଖଣ୍ଡ ଏବଂ ଏହାର ଆଖପାଖ ଅଞ୍ଚଳ ଉପରେ ଥିବା ଲଘୁଚାପ କ୍ଷେତ୍ର ବର୍ତ୍ତମାନ ଉତ୍ତର ଝାଡଖଣ୍ଡ ଏବଂ ବିହାର ଉପରେ ରହିଛି । ଏହି ଘୂର୍ଣ୍ଣିବଳୟ ସମୁଦ୍ର ପତନ ଠାରୁ ୭.୬…

ରାଶିଫଳ(ଶୁକ୍ରବାର,୦୧ ଅକ୍ଟୋବର,୨୦୨୧)

ମେଷ - ଶୁଭଦିନ ରହିବ ସମୟ ସାଥ ଦେବ ମନମୁତାବକ ପରିବେଷ ମଧ୍ୟରେ ଦିନ କଟିବ, ମାନ ସମ୍ମାନ,ଟଙ୍କାପଇସା କ୍ଷେତ୍ରରେ ଶୁଭଫଳ ମିଳିବ, କୌଣସି ଦିଗରୁ କର୍ମ ସମ୍ବନ୍ଧିୟ ଶୁଭ ଖବର ମିଳିବ, ଶୁଭସମୟ ରହିବ ଫଳରେ ମାନସିକ ସ୍ତରରେ…

ଆଇପିଏଲ୍ ୨୦୨୧: ସାଉଥ୍ ଡର୍ବିକୁ ଜିତିଲା ସୁପର କିଙ୍ଗସ୍

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବିକୁ ୬ୱିକେଟରେ ଜିତିନେଇଛି ଚେନ୍ନାଇ ସୁପର କିଙ୍ଗସ୍ । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ…