କଂଗ୍ରେସର ଖରାପ ସ୍ଥିତି ପାଇଁ ଗାନ୍ଧୀ ପରିବାର ଦାୟୀ- ନଟବର ସିିଂହ

ନୁଆଦିଲ୍ଲୀ: କଂଗେସର ଖରାପ ସ୍ଥିତି ପାଇଁ ଗାନ୍ଧୀ ପରିବାରକୁ ଦାୟୀ କରିଛନ୍ତି ପୂର୍ବତନ ବିଦେଶ ମନ୍ତ୍ରୀ ନଟବର ସିିଂହ । ନଟବର ସିଂହ କଂଗ୍ରେସର ପାର୍ଟିୀର ସ୍ଥିତିପାଇଁ ପାର୍ଟୀ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ…

ରକ୍ଷକ ସାଜିଲା ଭକ୍ଷକ: ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା କଲା ପୋଲିସ ଅଫିସର

ନୂଆଦିଲ୍ଲୀ: କୋଭିଡ ପେଟ୍ରୋଲିଂ ନାମରେ ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ପୋଲିସ ଅଫିସର । ଲଣ୍ଡନରେ ଘଟିଯାଇଛି ଏଭଳି ଏକ ଘଟଣା ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ୩୩ ବର୍ଷିୀୟା ମହିଳା ଜଣଙ୍କ ନିଜ ଘରକୁ…

ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ, ଯାତ୍ରୀ ହୋଇପଡ଼ିଥିଲେ ଅସୁସ୍ଥ

ଭୁବନେଶ୍ୱର: କଲିକତାରୁ ହାଇଦ୍ରାବାଦ ଯାଉଥିବା ଜଣେ ଯାତ୍ରୀ ଅସୁସ୍ଥ ହେବାଯୋଗୁ ଭୁବନେଶ୍ୱର ବିମାନ ବନ୍ଦରରେ ଇଣ୍ଡିଗୋ ବିମାନ ଜରୁରୀ ଅବତରଣ କରିଛି । ଅସୁସ୍ଥ ଯାତ୍ରୀଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତ କରାଯାଇଥିଲା…

ହୁରୁନ୍ ଧନୀ ତାଲିକା ପ୍ରଥମରେ ମୁକେଶ ଅମ୍ବାନୀ; ଅଦାନୀଙ୍କ ସମ୍ପତ୍ତିରେ ୨୬୧ ପ୍ରତିଶତ ଅଭିବୃଦ୍ଧି

ନୂଆଦିଲ୍ଲୀ: ଗୁରୁବାର ପ୍ରକାଶ ପାଇଛି ହୁରୁନ ଇଣ୍ଡିଆ ଧନୀକ ତାଲିକା । ଏସିଆର ଏକ ନମ୍ବର ଧନୀ ମୁକେଶ ଅମ୍ବାନୀ ଏହି ତାଲିକାର ପ୍ରଥମ ସ୍ଥାନରେ ରହିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗୌତମ ଅଦାନୀ । ୬୪ ବର୍ଷୀୟ…

ଦୁବାଇରେ ସାଉଥ୍ ଡର୍ବି: CSK ସମ୍ମୁଖରେ ୧୩୫ ରନର ଲକ୍ଷ୍ୟ

ନୂଆଦିଲ୍ଲୀ: ଦୁବାଇରେ ଆଇପିଏଲର ୪୪ତମ ମ୍ୟାଚରେ ଏକ ସାଉଥ୍ ଡର୍ବି ଦେଖିବାକୁ ମିଳିଛି । ଦୁଇ ଦକ୍ଷିଣ ଭାରତୀୟ ଦଳ ଚେନ୍ନାଇ ସୁପର କିଙ୍ଗସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ଚେନ୍ନାଇ…

ପାକିସ୍ତାନରେ ଶିଖ୍ ଡାକ୍ତରଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନର ପେଶାୱରରେ ଗୁରୁବାର କିଛି ଅଜଣା ଦୁର୍ବୁତ୍ତ ଜଣେ ଶିଖ୍ ଚିକିତ୍ସକଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତ ଶିଖ୍ ହକିମଙ୍କ ନାମ ସତନାମ ସିଂହ । ସତନାମ ସିଂହ ଚାରସଡ୍ଡା ରୋଡଠାରେ ଏକ କ୍ଲିନିକ ଚଳାଉଥିଲେ ।…

ଜାପାନର ନୂଆ ପ୍ରଧାନମନ୍ତ୍ରୀ ହେବେ ଏହି ବ୍ୟକ୍ତି

ନୂଆଦିଲ୍ଲୀ: ବୁଧବାର କ୍ଷମତାସୀନ ଦଳ ଲିବରାଲ ଡେମୋକ୍ରାଟିକ୍ ପାର୍ଟିର ବୈଠକ ଅନୁଷ୍ଠିତ ହୋଇଥିବାବେଳେ ସର୍ବସମ୍ମତିକ୍ରମେ ଫୁମିଓ କିଶିଦା ନିର୍ବାଚିତ ହୋଇଛନ୍ତି । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ତୁଲାଉଥିବା…

IED ବିସ୍ଫୋରଣରେ ୨ ସିଆରପିଏଫ୍ ଯବାନ ଆହତ

ନୂଆଦିଲ୍ଲୀ: ଛତିଶଗଡର ବିଜାପୁର ନିକଟ କୋଡେପାଲରେ ହୋଇଛି ଆଇଇଡି ବୋମା ବିସ୍ଫୋରଣ । ଏହି ଅଘଟଣରେ ୨ ଜଣ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା…

ଥାନାରେ ବିସ୍ଫୋରଣ ପରେ ପଶିଲା ଚେତା; କ୍ରାଇମବ୍ରାଞ୍ଚ ଜାରି କଲା ଏସଓପି

ଭୁବନେଶ୍ୱର: ବଳଙ୍ଗା ଥାନା ବିସ୍ଫୋରଣ ଘଟଣା ପରେ କ୍ରାଇମବ୍ରାଞ୍ଚ ତରଫରୁ ଜାରିହୋଇଛି ହୋଇଛି ଏସଓପି । ଥାନାରେ ଥିବା ମାଲଖାନାରେ ଜବତ ହୋଇଥିବା ବିସ୍ଫୋରକ, କ୍ଷତିକାରକ ତଥା ଜ୍ୱଳନଶୀଳ ସାମଗ୍ରୀ କିପରି ସୁରକ୍ଷିତ ଭାବରେ…

ଟ୍ୱିନ ସିଟିରେ ବଢିଲା ନାଇଟ କର୍ଫ୍ୟୁର ସମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଗୁରୁବାର ଅକ୍ଟୋବର ମାସ ପାଇଁ ଗାଇଡଲାଇନ ଜାରି କରାଯାଇଛି । ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟରେ ସମସ୍ତ ସ୍ଥାନରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ରାଜ୍ୟର…