ଅର୍ଥନୀତିର ପୁନଃଉଦ୍ଧାର ପାଇଁ ବଡ଼ ଘୋଷଣା, ପ୍ରତିଷ୍ଠା ହେବ ୨ଟି ଇଣ୍ଡଷ୍ଟ୍ରିଆଲ ପାର୍କ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭ।ସ୍କର):  ଅର୍ଥନୀତିର ପୁନଃଉଦ୍ଧାର ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟରେ ପ୍ରତିଷ୍ଠା ହେବ ଦୁଇଟି ଇଣ୍ଡଷ୍ଟ୍ରିଆଲ ପାର୍କ । ଧାମରାରେ ପ୍ରତିଷ୍ଠା ହେବ ଟେକ୍ସଟାଇଳ ପାର୍କ । ସେହିପରି…

ଅକ୍ଟୋବର ସୁଦ୍ଧା ମିଳିପାରେ କରୋନା ଟୀକା!

କରୋନା ବିରୋଧ ଯୁଦ୍ଧରେ ବୈଜ୍ଞାନିକମାନଙ୍କ ନିକଟରୁ ଭଲ ଖବର ଆସିଛି । ଅକ୍ଟୋବର ସୁଦ୍ଧା ଦେଶରେ କରୋନା ଟୀକା ମିଳିଯିବ ବୋଲି କୁହାଯାଇଛି । କିନ୍ତୁ ଏହାର ବ୍ୟବହାର କେବେ ହେବ, ତାହା କହିବା କଷ୍ଟକର । ସ୍ପଷ୍ଟ ହୋଇଛି…

କ୍ୟାବିନେଟ ବୈଠକରେ ୨୨ଟି ପ୍ରସ୍ତାବକୁ ଅନୁମୋଦନ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକ ଶେଷ ହେବା ପରେ ମୁଖ୍ୟ ଶାସନ ସଚିବ ଅସୀତ…

ଘର ଭିତରୁ ମିଳିଲା ନବ-ଦମ୍ପତିଙ୍କ ମୃତଦେହ

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏକ ଘର ଭିତରୁ ଦମ୍ପତିଙ୍କ ମୃତଦେହ ମିଳିଥିବା ସୂଚନା ମିଳିଛି । ନବ ଦମ୍ପତି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି…

ଗରମରୁ ରକ୍ଷା ପାଇଁ ଭଗବାନଙ୍କୁ ଚଢାଯାଉଛି କୋଲ୍ଡ ଡ୍ରିଙ୍କ୍

କରୋନା ସଙ୍କଟ ମଧ୍ୟରେ ଘାଣ୍ଟି ହେଉଥିବା ଲୋକଙ୍କ ପାଇଁ ସମସ୍ୟା ବଢାଇଛି ଉତ୍ତାପ । କେବଳ ମଣିଷ ନୁହେଁ ଭଗବାନଙ୍କ ମଧ୍ୟ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ବାରାଣାସୀରେ ଭକ୍ତମାନେ ଭଗବାନଙ୍କୁ…

ସେସୁକୁ କିଣିଲା ଟାଟା ପାୱାର କମ୍ପାନି

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ବିଦ୍ୟୁତ ବିତରଣ ସଂସ୍ଥା ସେସୁକୁ କିଣିଛି ଟାଟା ପାୱାର କମ୍ପାନି । ସେସୁର ୫୧% ଅଂଶଧନକୁ ୧୭୮ କୋଟି ଟଙ୍କାରେ କିଣିଛି ଟାଟା ପାୱାର ବୋଲି ସୂଚନା ମିଳିଛି । ଜୁନ୍ ପହିଲାରୁ…

ରାଜ୍ୟରେ ଆଉ ୬୩ କରୋନା ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି

ଭୁବନେଶ୍ୱର, ୨୯ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୧୭୨୩କୁ ବୃଦ୍ଧି ପାଇଛି । ୬୩ ଆକ୍ରାନ୍ତଙ୍କ ମଦ୍ୟରୁ ୬୧ଜଣ ସଙ୍ଗରୋଧ…