ଭୁବନେଶ୍ୱରରୁ ଆଜି ୨୮୧ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠି କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କମି ଆସୁଥିବା ବେଳେ ଭୁବନେଶ୍ୱରରୁ ଆଜି ୨୮୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬୬ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ…

ଜୁଲାଇ ୧୫ ଯାଏ ବଢିଲା ଲକ୍-ଡାଉନ୍

କୋଲକାତା: କରୋନା ଭାଇରସକୁ ବ୍ୟାପିବାରୁ ରୋକିବା ପାଇଁ ସରକାର ଅନେକ କଟକଣା ଲଗାଉଛନ୍ତି । ଏହାରି ମଧ୍ୟରେ ପଶ୍ଚିମବଙ୍ଗରେ କରୋନା ଲକଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କିନ୍ତୁ…

ସାଜନଙ୍କ ପରେ ନଟରାଜ: ଦ୍ୱିତୀୟ ଭାରତୀୟ ଭାବେ ଅଲିମ୍ପିିକ୍ସ ଯୋଗ୍ୟତା

ନୂଆଦିଲ୍ଲୀ: ରିଓ ଅଲିମ୍ପିକ୍ସ ଯାଏଁ ଜଣେବି ଭାରତୀୟ ସନ୍ତରଣକାରୀ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇନଥିବା ବେଳେ ଟୋକିଓ ୨୦୨୦ ପାଇଁ ଦୁଇ ଜଣ ସନ୍ତରଣକାରୀ ଯୋଗ୍ୟତା ହାସଲ କରିବାରେ ସକ୍ଷମ ହୋଇଛନ୍ତି ।…

ମୋଟା ପୁଅଙ୍କ ପ୍ରତି ପାଗଳ ଏହି ଜାଗାର ଝିଅ; ପେଟ ବଢ଼ାଇବା ପାଇଁ ପିଅନ୍ତି ରକ୍ତ ସହିତ କ୍ଷୀର

ଓଡ଼ିଶା ଭାସ୍କର ବ୍ୟୁରୋ: ଆଜିକା ସମୟରେ ଝିଅ ମାନଙ୍କ ପସନ୍ଦ ନାପସନ୍ଦର ତରିକା ବଦଳି ଗଲାଣି । ଜୀବନ ସାଥୀ ବାଛିବା ସମୟରେ କାହାକୁ ଧନୀ ପୁଅ ପସନ୍ଦ ତ ଆଉ କାହାକୁ ସୁନ୍ଦର ଓ ପରଫେକ୍ଟ ବଡି ମେନଟେନ୍ କରୁଥିବା ପୁଅ ପସନ୍ଦ…

ବିଟା ଭାରିଆଣ୍ଟ ବିରୋଧରେ ବୁଷ୍ଟର ଡୋଜ୍ ପରୀକ୍ଷଣ ଆରମ୍ଭ କଲା ଆଷ୍ଟ୍ରାଜେନିକା

ନୂଆଦିଲ୍ଲୀ: ସାଉଥ୍ ଆଫ୍ରିକାରେ ଦେଖାଦେଇଥିବା ବିଟା ଭାରିଆଣ୍ଟ ଉପରେ ଦିଆଯାଉଥିବା ଟିକାର ବୁଷ୍ଟର ଡୋଜ ଉପରେ ଟ୍ରାଏଲ ଆରମ୍ଭ କରିଛି ବ୍ରିଟିଶ ଫାର୍ମା କମ୍ପାନୀ ଆଷ୍ଟ୍ରଜେନିକା । କମ୍ପାନୀ ଅକ୍ସଫୋର୍ଡ ୟୁନିଭର୍ସିଟି…

ଖୁସି ଖବର: ଓଡ଼ିଶାରୁ ଆଜି ୩ ହଜାର ୩୮୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୩ ହଜାର ୩୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା…

କ୍ଷମତାକୁ ଆସିଲେ ମାଗଣା ବିଜୁଳି: ପଢନ୍ତୁ କାହିଁକି ଏମିତି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ(ଓଡ଼ିଶା ଭାସ୍କର): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବଡ ଘୋଷଣା । ପଞାବରେ ତାଙ୍କ ଦଳ ଆପ୍ କ୍ଷମତାକୁ ଆସିଲେ ସମସ୍ତଙ୍କୁ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ ବୋଲି ସେ ଘୋଷଣା କରିଛନ୍ତି ।…

ଶ୍ରେଣୀଗୃହରେ ଶିକ୍ଷାଦାନ ଦାବିରେ ଏଆଇଏସଏଫର ବିକ୍ଷୋଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅଖିଳ ଭାରତ ଛାତ୍ର ସଂଘ (ଏଆଇଏସ୍ଏଫ୍) ଆହ୍ୱାନରେ ସୋମବାର ମାଷ୍ଟର କ୍ୟାଣ୍ଟିନ ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀଙ୍କୁ ସରକାର ୟୁଟ୍ୟୁବ୍…

ଆପଣଙ୍କ ମୋବାଇଲ୍ ସ୍କ୍ରିନ୍ ଉପରେ କରୋନା ଭାଇରସ୍ ଅଛି କି ନାହିଁ, ଜାଣିବା ପାଇଁ କରନ୍ତୁ ଏହି ଟେଷ୍ଟ

ଓଡ଼ିଶା ଭାସ୍କର ବ୍ୟୁରୋ: କରୋନା ମହାମାରୀ ପ୍ରକୋପ ସାରା ବିଶ୍ୱରେ ରହିଥିବା ବେଳେ ଟିକାକରଣକୁ ଏବେ ଅଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଭାଇରସ୍ ଠାରୁ ଦୂରେଇ ରହିବାକୁ ପାଇଁ ମାସ୍କ ପିନ୍ଧିବା, ସାମଜିକ ଦୂରତା ଅବଲମ୍ବନ…

ସିଲ୍ ହେଉଛି ରାଜଧାନୀରେ ଅନେକ ଦୋକାନ, ଆକ୍ସନ୍ ମୋଡରେ BMC ସ୍କ୍ୱାର୍ଡ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀରେ ଚାଲିଛି ଅମାନିଆଙ୍କ ମନମାନି । କୋଭିଡ୍ କଟକଣାକୁ ଫୁ‘ କରି କରୁଛନ୍ତି ଭିତିରି କାରବାର । ବାରମ୍ବାର ତାଗିଦ୍ ପରେ ପରେ ବି ଶୁଣୁନାହାନ୍ତି । ଫଳରେ ବିଏମସିର ସ୍ୱତନ୍ତ୍ର ଟିମ୍…