ପାର୍ବଣ ପୂର୍ବରୁ ୬ କୋଟି ଲୋକଙ୍କ ଆକାଉଣ୍ଟରେ ଟଙ୍କା ଜମା କରୁଛନ୍ତି ସରକାର, ଏପରି କରନ୍ତୁ ଚେକ୍
ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ ଅର୍ଥାତ୍ EPFOର ୬.୫ କୋଟି ଉପଭୋକ୍ତାଙ୍କ ପାଇଁ ଆସିଛି ଖୁସିଖବର । ପାର୍ବଣ ପୂର୍ବରୁ ଗ୍ରାହକଙ୍କ ଆକାଉଣ୍ଟରେ ୮.୫% ସୁଧ ଟଙ୍କା ରଖିବାକୁ EPFO ପ୍ରସ୍ତୁତି ଆରମ୍ଭ କରିଛି…