CHARIDHAM

ପ୍ରତିଦିନ ୫ ମିନିଟର Yoga Break, ଡାଉନଲୋଡ୍ କର ଏହି ଆପ୍: ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଲା କେନ୍ଦ୍ର

ନୂଆଦିଲ୍ଲୀ: ଯଦି ଆପଣ ଏକ ସରକାରୀ କାର୍ୟ୍ୟାଳୟକୁ ଯାଉଛନ୍ତି ଓ ସେଠାକାର ଅଧିକାରୀ ଯଦି ଆପଣଙ୍କୁ କୁହନ୍ତି ୫ ମିନିଟ୍ ର ଯୋଗ ବ୍ରେକ୍ ନେଉଛନ୍ତି ତେବେ ଆପଣ ଆଶ୍ଚର୍ଯ୍ୟ ହେବେ ନାହିଁ । ପ୍ରକଅତ କଥା ହେଲା ସରକାର ଏବେ…

ବିଧାନସଭାରେ ନମାଜ ପାଇଁ ଦିଆଗଲା କଠୋରୀ, ବିଜେପି କହିଲା- ହନୁମାନ ମନ୍ଦିର ବି ତିଆରି କର

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ପରିସରରେ ନମାଜ ପାଠ ପାଇଁ ରୁମ୍ ଦିଆଯିବା ମାମଲାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି । ଏନେଇ ବିଜେପି ନେତା ସିପି ସିଂଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ ବିଧାନସଭା…

ରେଳ ଟିକେଟ୍ ବୁକିଂ ବେଳେ ଧ୍ୟାନରେ ରଖନ୍ତୁ ଏହି କୋଡ୍, ନହେଲେ ମିଳିବନି ସିଟ୍; ଜାଣନ୍ତୁ କଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ: ରେଳରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର । ଏବେ ଆପଣଙ୍କୁ ରେଳ ଟିକେଟ୍ ବୁକ୍ କରିବା ସମୟରେ କିଛି ଖାସ୍ କୋଡ୍ ଉପରେ ଖାସ୍ ଧ୍ୟାନ ଦେବାକୁ ପଡ଼ିବ । ଭାରତୀୟ ରେଳ ବିଭାଗ ପକ୍ଷରୁ ନୂତନ…

ACF ମାମଲାରେ ଚାଞ୍ଚଲ୍ୟକର ତଥ୍ୟ: ଜଗୁଆଳିି କହିଲେ-‘ ସୌମ୍ୟ ସାରଙ୍କ ଘରକୁ DFO ଯିବା ଦେଖିଛି’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏସିଏଫ୍ ସୌମ୍ୟ ମହାମାତ୍ରଙ୍କ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଡିଏଫଓଙ୍କ ପୂର୍ବତନ ରାତ୍ରି ଜଗୁଆଳ ଏହି ମାମଲାରେ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି…

ପଞ୍ଜଶିର କବଜା କରିଥିବା ଭାବି ଉତ୍ସବ ମନାଉଥିଲା ତାଲିବାନ, ଫାଙ୍କା ଗୁଳି ଚାଳନାରେ ଚାଲିଗଲା ୧୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଏବେ ପଞ୍ଜଶିରକୁ ନେଇ ରକ୍ତାକ୍ତ ସଂଘର୍ଷ ଜାରି ରହିଛି । ୨୦ ବର୍ଷ ପରେ ଦେଶର କ୍ଷମତାକୁ ଫେରିଥିବା ତାଲିବାନକୁ ପଞ୍ଜଶିର ଦଖଲ କରିବାକୁ ନାକେଦମ ହେବାକୁ ପଡିଛି । ତାଲିବାନ ଶୁକ୍ରବାର…

Ind vs Eng: ଭାରତକୁ ଜିତିବାକୁ ହେଲେ ଦରକାର ୨୫୦ ରନର ଅଗ୍ରଣୀ, ଜାଣନ୍ତୁ ଓଭାଲରେ ଚତୁର୍ଥ ଇନିଂସର ରେକର୍ଡ

ନୂଆଦିଲ୍ଲୀ : ଭାରତ ଓ ଇଂଲଣ୍ଡ ମଧ୍ୟରେ ଓଭାଲରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ରୋମାଞ୍ଚକର ମୋଡରେ ପହଞ୍ଚି ଯାଇଛି । ଦ୍ୱିତୀୟ ଦିନରେ ଇଂଲଣ୍ଡର ସ୍କୋରକୁ ୨୯୦ ରନରେ ସୀମିତ ରଖିଛନ୍ତି ଭାରତୀୟ ବୋଲର । ହେଲେ ଘରୋଇ ଦଳ…

ଏହି ଖାଦ୍ୟ ଏବେ ବଞ୍ଚେଇରଖିଛି ଆଫଗାନ ଶରଣାର୍ଥୀଙ୍କୁ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନି ମାନେ କବଜା କରିବା ପରେ ହଜାର ହଜାର ସଂଖ୍ୟାରେ ଆଫଗାନୀ ମାନେ ଦେଶ ଛାଡ଼ି ଅନ୍ୟ ଦେଶରେ ଶରଣାର୍ଥୀ ଆକାରରେ ଜୀବନ ବିତାଉଛନ୍ତି । ଆମେରିକା, ଭାରତ ଭଳି ଦେଶରେ ଆଫଗାନୀ ନାଗରିକ…

ସାଇକେଲ ମନା, ରାଲି ମନା: ଏମିତି ହେବ ପିପିଲି ନିର୍ବାଚନର ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ହେବ ବୋଲି ବାଜିଛି ବିଗୁଲ୍ । ପିପିଲି ପାଇଁ ଆଜିଠାରୁ ଲାଗୁ ହୋଇଛି ନିର୍ବାଚନ ଆଚରଣବିଧି । ଆସନ୍ତା ୨୦ ତାରିଖରୁ ନିର୍ବାଚନ ପ୍ରଚାର ନେଇ…

ଦିଦି ଆଶ୍ୱସ୍ତ: ଚିନ୍ତା ଦୂର କଲେ ନିର୍ବାଚନ ଆୟୋଗ, ଯେଉଁ ଆସନରୁ ଲଢିବେ ସେଠି ସେପ୍ଟେମ୍ବର ୩୦ରେ ଭୋଟିଂ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗରେ ବହୁ ପ୍ରତୀକ୍ଷିତ ଉପ ନିର୍ବାଚନର ତାରିଖ ଘୋଷଣା ହୋଇଛି । ନିର୍ବାଚନ ଆୟୋଗଙ୍କ ଏହି ଘୋଷଣା ସହିତ ମମତା ବାନାର୍ଜୀଙ୍କ ସବୁଠୁ ବଡ ଚିନ୍ତା ଦୂର ହୋଇଛି । ଭାରତୀୟ ନିର୍ବାଚନ ଆୟୋଗ…

ମୃତ ଶରୀର ପାଣିରେ କାହିଁକି ଭାସେ? ଜାଣନ୍ତୁ କାରଣ କଣ

ଓଡ଼ିଶା ଭାସ୍କର ବ୍ୟୁରୋ: ନିକଟରେ ଖବର ମିଳିଥିଲା ଯେ, ବିହାର, ୟୁପିରେ ଅନେକ ସଂଖ୍ୟାରେ ମୃତ ଶରୀର ନଦୀରେ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଏହି ଖବରକୁ ନେଇ ମାହୋଲ ସରଗରମ ହୋଇଯାଇଥିଲା । ତେବେ ଏଥିରୁ…