ଏଣିକି ଟିକା ନେବାକୁ କେହି ହେବେନି କୁନ୍ଥକୁନ୍ଥ! ଆମେରିକା ରାଷ୍ଟ୍ରପତିଙ୍କ ଅଭିନବ ଘୋଷଣା… ଜାଣନ୍ତୁ କଣ କହିଲେ ଜୋ ବାଇଡେନ

ନୂଆଦିଲ୍ଲୀ: କରୋନା ଭାଇରସର ପ୍ରକୋପ ସାରା ବିଶ୍ୱରେ ଜାରି ରହିଛି । ଏବେବି ପ୍ରତିଦିନ ହଜାର ହଜାର ଲୋକ ଲୋକ ପ୍ରାଣ ହରାଉଛନ୍ତି । ଲକ୍ଷ ଲକ୍ଷ କୋଭିଡରେ ସଂକ୍ରମିତ ହେଉଛନ୍ତି । ଏଭଳି ପରିସ୍ଥିତିରେ ପ୍ରତ୍ୟେକ ଦେଶ…

ଭୁବନେଶ୍ୱରରୁ ଚେନ୍ନାଇକୁ ଏୟାରଲିଫ୍ଟ ହେଉଛନ୍ତି ଅମ୍ରିତ ପ୍ରଧାନ, ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ଗ୍ରୀନ କରିଡରରେ ପହଞ୍ଚିଲେ ବିମାନ ବନ୍ଦରରେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ସଂକ୍ରମିତ ହୋଇ ଗୁରୁତର ହୋଇଥିବା ଅମ୍ରିତ୍ ପ୍ରଧାନଙ୍କୁ ଆଜି ଚେନ୍ନାଇକୁ ଏୟାରଲିଫ୍ଟ କରାଯାଉଛି । ବର୍ତ୍ତମାନ ତାଙ୍କୁ ସ୍ୱତନ୍ତ୍ର ଆମ୍ବୁଲାନ୍ସ ଯୋଗେ ବିମାନ ବନ୍ଦରକୁ ନିଆଯାଇଛି ।…

ପ୍ରାକୃତିକ ସୂର୍ଯ୍ୟକୁ ବି ମାତ୍ ଦେଲା ଚାଇନାର କୃତ୍ରିମ ସୂର୍ଯ୍ୟ, ୧୦୦ ସେକେଣ୍ଡରେ ଦେଉଛି ୧୨୦ ମିଲିୟନ୍ ଡିଗ୍ରୀ ସେଲସିୟସ୍ ତାପମାତ୍ରା

ନୂଆଦିଲ୍ଲୀ: ଚାଇନାର କୃତ୍ରିମ ସୂର୍ଯ୍ୟ ଏବେ ରେକର୍ଡ ସୃଷ୍ଟି କରିଛି । ଏହି କୃତ୍ରିମ ସୂର୍ଯ୍ୟ ଏବେ ଅସଲି ସୂର୍ଯ୍ୟକୁ ବି ମାତ୍ ଦେଇ ୧୦ ଗୁଣ ଅଧିକ ଶକ୍ତିଶାଳୀ ହୋଇଯାଇଛି । ଏହା ଏକଦମ୍ ଅସଲି ସୂର୍ଯ୍ୟ ପରି ଆଲୋକ ଦେବା…

ରଜରେ ଓଡ଼ିଶା ଛୁଇଁବ ମୌସୁମୀ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କେବେ ଆସିବ ମୌସୁମୀ? କେବେ ଛୁଇଁବ ଓଡ଼ିଶା? କେବେ ଦେବ ଶୀତଳ ଛୁଆଁ? ଏମିତି ଅନେକ କଳ୍ପନାଜଳ୍ପନା ଜାରି ରହିଛି । ତେବେ ମୌସୁମୀ ଆସିବାରେ ବିଳମ୍ବ ଘଟିଛି । କେରଳକୁ ୨-୩ ଦିନ ବିଳମ୍ବରେ…

ଗୌତମ ଗମ୍ଭୀର ଫାଉଣ୍ଡେସନକୁ ଦୋଷୀ କହିଲା ଡ୍ରଗ କଣ୍ଟ୍ରୋଲର

ନୂଆଦିଲ୍ଲୀ: କ୍ରିକେଟର ତଥା ରାଜନେତା ଗୌତମ ଗମ୍ଭୀର ଏବଂ ଆମ ଆଦମୀ ପାର୍ଟୀର ବିଧାୟକ କରୋନା ଔଷଧକୁ ଅବୈଧ ଭାବରେ କରୋନା ଔଷଧକୁ ମହଜୁଦ କରି ରଖିବା ଘଟଣାରେ ଦୋଷୀ ହୋଇଛି । ଗୌତମ ଗମ୍ଭୀରଙ୍କ ସଂସ୍ଥା ଗୌତମ ଗମ୍ଭୀର…

ଆସୁଛି ଲଘୁଚାପ! ଲଘୁଚାପ ପରେ ଓଡିଶାରେ ପହଞ୍ଚିପାରେ ମୌସୁମୀ

ନୂଆଦିଲ୍ଲୀ: ଓଡିଶାକୁ ଏହି ମାସରେ ଆସିବ ମୌସୁମୀ । କାରଣ ବାତ୍ୟା ୟଶ୍ ପୂର୍ବରୁ ଆସିଥିବା ଲଘୁଚାପ ପରେ ଆଉ ଏକ ଲଘୁଚାପ ଆସୁଛି । ଏହା ମାଧ୍ୟମରେ ଓଡିଶାରେ ମୌସୁମୀର ଆଗମନ ହୋଇପାରେ । ବଙ୍ଗୋପସାଗରରେ ଏକ ଲଘୁଚାପ…

ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳ ମୁଁହା ହେଉଛି କରୋନା ଗ୍ରାଫ । ଗତ ମାସ ମେ’ ୧୫ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ କରୋନା ପଜିଟିଭ୍ ଙ୍କ ସଂଖ୍ୟା ପିକ୍‌ରେ ରହିଥିଲା । ହେଲେ ତା’ ପରଠାରୁ କମିବା ଆରମ୍ଭ କରିଛି…

ରାଜଧାନୀରେ ବ୍ଲାକ୍ ଫଙ୍ଗସ୍ ସଂକ୍ରମଣରେ ଗଲାଣି ୮୯ ମୁଣ୍ଡ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ବ୍ଲାକ୍ ଫଙ୍ଗସ୍ ମହାମାରୀର ସଂକ୍ରମଣ ବଢ଼ିବାରେ ଲାଗିଛି । କୋଭିଡ୍ ର ଦ୍ୱିତୀୟ ଲହର ଲୋକଙ୍କୁ ହନ୍ତସନ୍ତ କରୁଥିବା ବେଳେ ବ୍ଲାକ୍ ଫଙ୍ଗସ୍ ଆଉ ଏକ ଦ୍ୱିବିଧା ହୋଇ ଠିଆ ହୋଇଛି । ଦିଲ୍ଲୀର…

କ୍ଷମତାଠାରୁ ଅଧିକ କଏଦୀ ରହୁଛନ୍ତି ଜେଲରେ, ସରକାରଙ୍କୁ ତାଗିଦ୍ କଲେ ହାଇକୋର୍ଟ

କଟକ(ଓଡ଼ିଶା ଭାସ୍କର): ଓଡିଶାର ଜେଲ୍ ମାନଙ୍କର କଏଦୀ ସଂଖ୍ୟା ବଢ଼ିଚାଲିଛି । ସବୁ ଜେଲ୍ ରେ ଧାର୍ଯ୍ୟ ସଂଖ୍ୟାଠାରୁ ଅଧିକ କଏଦୀ ରହିଛନ୍ତି । କରୋନା ମହାମାରୀ ସମୟରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହଯାଉଥିବା ବେଳେ…

ବୁଲା ପଶୁଜନ୍ତୁଙ୍କ ଖାଦ୍ୟ ପାଇଁ ୬୭.୫୨ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଲକଡାଉନ ଜାରି କରିଛନ୍ତି । ଏହି ଲକଡାଉନ ଲାଗୁ ହେବା ଯୋଗୁଁ ଜନସାଧାରଣଙ୍କ ସହ ପ୍ରଭାବିତ ହୋଇଛନ୍ତି ବୁଲା ପଶୁଜନ୍ତୁ । ତେବେ ଏହି…