୬ ସନ୍ତାନଙ୍କୁ ବାଇକରେ ନେଇ ଯାଉଥିଲା ବ୍ୟକ୍ତି, ପୋଲିସ ଅଟକାଇବାରୁ କହିଲା- ପତ୍ନୀ ଗର୍ଭବତୀ ଅଛି ସାହେବ!

କରୋନାକୁ ନେଇ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ଏହାକୁ ଖାମଖିଆଲୀ ଭାବେ ନେଉଛନ୍ତି କିଛି ଲୋକ । ଏଭଳି ଏକ ଘଟଣା ଉତ୍ତରପ୍ରଦେଶର ମଥୁରାର କୋସୀକଲାରେ ଦେଖିବାକୁ ମିଳିଛି । ଏଠାରେ ଅରଶଦ ନାମକ ଜଣେ ବ୍ୟକ୍ତି…

ହାତ ନଥିବା ମାଙ୍କଡକୁ ଖୁଆଇଦେଲେ ପୋଲିସ ବାବୁ

ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଥିବା ବେଳେ ମଣିଷଙ୍କ ସମେତ ପଶୁପକ୍ଷୀମାନେ ବି ଖାଦ୍ୟ ପାଇଁ ଡହଳବିକଳ ହେଉଛନ୍ତି । ଏହାରି ମଧ୍ୟରେ ଜଣେ ପୋଲିସ ବାବୁ ହାତ ନଥିବା ଜଣେ ମାଙ୍କଡକୁ କଦଳୀ ଖୁଆଇ ଚର୍ଚ୍ଚାର ବିଷୟବସ୍ତୁ…

ଆଲପ୍ସ ପର୍ବତରେ ତ୍ରିରଙ୍ଗା କରି ସଲାମ୍ ଜଣାଇଲା ସ୍ୱିଜରଲ୍ୟାଣ୍ଡ

ଭାରତ ସହ ବିଶ୍ୱର ବହୁ ଦେଶ କରୋନା ଭାଇରସକୁ ଚିନ୍ତିତି । ଭାଇରସ୍ ବିସ୍ତାର ନହେବା ପାଇଁ ସବୁ ଦେଶ ବହୁ ପଦକ୍ଷେପ ଗ୍ରହଣ କରୁଥିବା ବେଳେ କରୋନା ସଙ୍କଟର ମୁକାବିଲା କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିଶ୍ୱର ଅନେକ

୩ ପୁରୁଷଙ୍କ ସହ ଅବୈଧ ସମ୍ପର୍କ: ଆଖିରେ ଦେଖିବା ପରେ ପତ୍ନୀକୁ ଏପରି ଦଣ୍ଡ ଦେଲା ପତି

ରାତିରେ ଚାଲିଯାଉଥିଲା ପତ୍ନୀ । ସକାଳେ ଫେରିବା ପରେ ପତୀକୁ କିଛି ଜଣାଉ ନଥିଲା । ସନ୍ଦେହରେ ପିଛା କରିବା ପରେ ୩ ଯୁବକଙ୍କ ସହ ଧରାପଡିଥିଲା ପତ୍ନୀ । ବାଡିରେ ବାଡେଇବା ସହ ପ୍ରାଇଭେଟ ପାର୍ଟକୁ ପିଟି ପିଟି ଶେଷରେ ନିଜର…

ଏହି ଦିନ ଆନ୍ତର୍ଜାତୀୟ ଓ ଘରୋଇ ରୁଟ୍ ପାଇଁ ଟିକେଟ୍ ବୁକିଂ କରିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୮ ।୪: କରୋନା ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ମଧ୍ୟ ବନ୍ଦ ରିହିଛି । ଏହାରି ମଧ୍ୟରେ ସରକାରୀ କ୍ଷେତ୍ରରେ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଲକ୍-ଡାଉନ୍…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ଓ ସୁସ୍ଥ ହେଲେ ଆଉ ୩ଜଣ

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନାରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି । ଓଡ଼ିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ୬୧କୁ ବୃଦ୍ଧି ପାଇଛି । ୬୧ନମ୍ବର ଆକ୍ରାନ୍ତ ଜଣକ ବାଲେଶ୍ୱରର ଏବଂ ତାଙ୍କ…

ଅଧିକ ପର୍ଣ୍ଣ ଦେଖୁଥିବା ବ୍ୟକ୍ତି ଅଧିକ ଧାର୍ମୀକ: ରିସର୍ଚ୍ଚ

ଆପଣ ଏପରି ଲୋକଙ୍କୁ ଜାଣିଥିବେ ଯେଉଁମାନେ ଅଧିକ ମାତ୍ରରେ ପର୍ଣ୍ଣ ଫିଲ୍ମ ଦେଖନ୍ତି । ଯେଉଁମାନେ ଏପରି ଫିଲ୍ମ ଦେଖନ୍ତି ନାହିଁ ସେମାନେ ଭାବନ୍ତି ଯେ, ପର୍ଣ୍ଣ ଫିଲ୍ମ ଦେଖୁଥିବା ଲୋକମାନେ ଧାର୍ମୀକ ରାସ୍ତାରୁ ଭଟକି…

ବଢ଼ିବ ଭାରତରେ ଫସି ରହିଥିବା ବିଦେଶୀଙ୍କ ଭିସା ଅବଧି

ନୂଆଦିଲ୍ଲୀ, ୧୮ା୪: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ଭାରତରେ ଫସି ରହିଥିବା ବିଦେଶୀଙ୍କ ଭିସା ଅବଧିକୁ…

୪୦ ହଜାର ନୂଆ କର୍ମଚାରୀଙ୍କୁ ଚାକିରି ଦେବ ଏହି କମ୍ପାନୀ

ଲକ୍-ଡାଉନ୍ ପରେ ସମ୍ଭାବିତ ଆର୍ଥିକ ଅବନତିକୁ ଦୃଷ୍ଟିରେ ରଖି ଅନେକ କମ୍ପାନୀରେ ଚାକିରି ଯିବାକୁ ଆଶଙ୍କା ରହିଛି । ଆର୍ଥିକ କ୍ଷତି ଓ ବ୍ୟବସାୟ ବନ୍ଦ ହେବା ପରେ ଚାକିରି ଚାଲିଯିବା ତ ସାଧାରଣ କଥା ହେବାରେ ଲାଗିଛି ।…

୧୭ ପରେ ହୋଇପାରେ ପରୀକ୍ଷା

ଭୁବନେଶ୍ୱର, ୧୮ା୪(ଓଡ଼ିଶା ଭାସ୍କର): ଜୁନ୍ ୧୭ ପରେ ଯେକୌଣସି ସମୟରେ ପରୀକ୍ଷା ହୋଇପାରେ । ଉଚ୍ଚଶିକ୍ଷା ବିଭାଗ ସମୀକ୍ଷା ବୈଠକ ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୭ ପରେ ସ୍କୁଲ, କଲେଜ ଖୋଲିବାର ସମ୍ଭାବନା…