ଅନଲାଇନ୍ କ୍ଲାସ୍ ସମୟରେ ଛାତ୍ରଙ୍କ ମା’ଙ୍କ ସହିତ ହେଲା କଥାକଟି, ଶିକ୍ଷକ କଲେ ଆତ୍ମହତ୍ୟା
କୋଝିକୋଡ୍: ଅନଲାଇନ୍ କ୍ଲାସ୍ ସମୟରେ ଜଣେ ଛାତ୍ରଙ୍କ ମା'ଙ୍କ ସହିତ ଖୁବ୍ ଜୋରରେ ଝଗଡ଼ା ହୋଇଥିଲା । ଏହାପରେ ଶିକ୍ଷକଙ୍କ ଉପରେ କିଛି ଲୋକ ହମଲା କରିଥିଲେ । ଯାହା ଫଳରେ ଚାପରେ ଆସି ଶିକ୍ଷକ(୪୪) ଆତ୍ମହତ୍ୟା କରିଛନ୍ତି ।…