ଆଜି କିପରି କଟିବ ଆପଣଙ୍କ ଦିନ ( ୧୭।୪।୨୦୨୦)

ମେଷ – ଦିନଟି ବ୍ୟବସାୟିକ ଦିଗରୁ ଉର୍ଣ୍ଣତି ହେବ । ମନର ଆଶା ପୁରଣ ହେବ, ନୁତନ ଦ୍ରବ୍ୟ ଶତ୍ କାର୍ଯ୍ୟରେ ଦାନ କରିବେ, ସାହିପଡିସାରେ ନିଜର ପତିଆରା ରହିବ, ଆର୍ଥିକ ଉର୍ଣ୍ଣତିର ସମ୍ଭାବନା ରହିବ । ବୃଷ - ଅଶୁଭ ଚନ୍ଦ୍ର…

କଣ ପାଦରେ ଏପରି କ୍ଷତ କରୋନାର ସଙ୍କେତ? ଜାଣନ୍ତୁ କଣ କୁହନ୍ତି ଡାକ୍ତର

ପାଦରେ କିଛି ଖାସ୍ ପ୍ରକାରର କ୍ଷତ କରୋନାର ସଙ୍କେତ ବୋଲି ଡାକ୍ତରମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଅଫିସିଆଲ ପୋଡିଆଟ୍ରିଷ୍ଟ କଲେଜର ସ୍ପେନିଶ ଜେନେରାଲ କାଉନସିଲ ଏହି ବାବଦରେ ଏକ ବୟାନ ଜାରି କରିଛନ୍ତି । ଡାକ୍ତରମାନେ…

ଫସାଇଲା ଟିକ୍-ଟକ୍: ଲକ୍-ଡାଉନରେ ଶ୍ରମିକଙ୍କୁ ମଦ ବାଣ୍ଟୁଥିବା ଭିଡିଓ ଦେଖି ବାନ୍ଧିନେଲା ପୋଲିସ

ସାରା ଦେଶରେ ଲକ୍-ଡାଉନ୍ କାରଣରୁ ଲୋକମାନେ ଘରେ ବନ୍ଦୀ ହୋଇ ରହିଛନ୍ତି । ପର୍ଯ୍ୟାପ୍ତ ସମୟ ମିଳୁଥିବାରୁ ଆଜିକାଲି ଲୋକମାନେ ବେଶ ଟିକ-ଟକ୍ ଭିଡିଓ ବନାଇବାରେ ଲାଗିଛନ୍ତି । କିନ୍ତୁ ଏହି ଟିକ୍-ଟକ୍ ଭିଡିଓ ପାଇଁ ଜଣେ…

ମୁଖ୍ୟମନ୍ତ୍ରୀଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଚିଠି

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । କରୋନା ଭାଇରସ୍ ସ୍ଥିତି ନେଇ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ତେଣୁ ଏହିପରି

କୋଟି କୋଟି ଟଙ୍କା ଖର୍ଚ୍ଚ କରିବା ପରେ ବି ସଫା ହୋଇନଥିଲା ସହରର ଜଳ, ଯାହାକୁ ସମ୍ଭବ କଲା ଲକ୍-ଡାଉନ୍

କରୋନା ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହୋଇଛି । ଲୋକମାନେ ଘରେ ବନ୍ଦୀ ହୋଇ ରହିଥିବା ବେଳେ ଯାନବାହନ ଓ କାରଖାନା ସମ୍ପୂର୍ଣ୍ଣ ଠପ୍ ହୋଇପଡିଛି । ଯଦିଓ ଲକ୍-ଡାଉନ୍ ପ୍ରଭାବରେ ଲୋକମାନେ ଆର୍ଥିକ କ୍ଷତି ସହୁଛନ୍ତି,…

ସୁଶାନ୍ତ ସିଂହ ରାଜପୁତଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରିୟା

ମୁମ୍ବାଇ,୧୬ ।୪: ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସହ ସୁଶାନ୍ତ ସିଂହ ରାଜପୁତଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା ଚାଲିଛି । ଉଭୟଙ୍କୁ ବହୁ ଜାଗାରେ ଏକାଠି ଦେଖିବା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ…

ରାସ୍ତାରେ ପଡିଥିଲା ୨୦୦-୫୦୦ ଟଙ୍କିଆ ନୋଟ୍, ହେଲେ ହାତ ଲଗାଇବାକୁ ଡରୁଥିଲେ ଲୋକେ

କରୋନା ଭାଇରସର ଭୟ ଏତେ ବଢିଗଲାଣି ଯେ, ରାସ୍ତାରେ ପଡିଥିବା ଟଙ୍କାକୁ ମଧ୍ୟ ଗୋଟାଇବାକୁ ଡରିଲେଣି ଲୋକେ । ଏଭଳି ଏକ ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରରେ ଦେଖିବାକୁ ମିଳିଛି । ସୂଚନା ମୁତାବକ, ଘର ବାହାରେ ଠିଆ ହୋଇଥିବା…

ରାତି ୮ଟା ୩୦ସୁଦ୍ଧା ୧୨ଜିଲ୍ଲା ସାବଧାନ୍ !

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ପ୍ରଚଣ୍ଡ ଖରାକୁ ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ରାତି ୮ଟା ୩୦ସୁଦ୍ଧା ୧୨…

ଡାକ୍ତରଙ୍କ ବିନା ପରାମର୍ଶରେ ହାଇଡ୍ରୋ କ୍ଲୋରୋକ୍ୱିନ୍ ନିଅନ୍ତୁ ନାହିଁ: ବାଗଚୀ

ଭୁବନେଶ୍ୱର, ୧୬ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତି ଯେ ରାଜ୍ୟରେ ନମୁନା ପରୀକ୍ଷଣ ଉପରେ ଜୋର୍ ଦିଆଯାଉଛି ।  ସାମାଜିକ…