ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ମିଳିବ ସର୍ବୋଚ୍ଚ ନାଗରିକ ସମ୍ମାନ, ସଂସଦରେ ପଡ଼ିଲା ପ୍ରସ୍ତାବ
ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଆମେରିକାରେ ସର୍ବୋଚ୍ଚ ନାଗରିକ ସମ୍ମାନ ଦିଆଯାଇପାରେ । ଏନେଇ ଆମେରିକା ସଂସଦରେ ପୁଣିଥରେ ପ୍ରସ୍ତାବ ଦିଆଯାଇଛି । ନ୍ୟୁୟର୍କର ଜଣେ ସାଂସଦ ଏହି ପ୍ରସ୍ତାବ ଦେଇଛନ୍ତି ।…