Breaking News ମୁମ୍ବାଇରେ ବର୍ଷାର ତାଣ୍ଡବ: ଏଯାବତ୍ ୨୦ ମୃତ Odisha Bhaskar Bureau Jul 18, 2021 ନୂଆଦିଲ୍ଲୀ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଏଠାରେ ଶନିବାର ରାତିରୁ ହିଁ ପ୍ରବଳ ବର୍ଷା ଲାଗି ରହିଛି ଏବଂ ରବିବାର ସକାଳ ପର୍ଯ୍ୟନ୍ତ ଏହା ଜାରି ରହିଛି । ଫଳରେ ରାସ୍ତାଘାଟରେ ପାଣି…
Breaking News 5T ସଚିବଙ୍କ କଟକ ଗସ୍ତ: ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ୍ ନିର୍ମାଣ କାର୍ଯ୍ୟର କଲେ ସମୀକ୍ଷା Manas Pradhan Jul 18, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୫ଟି ସଚିବ ଭିକେ ପାଣ୍ଡିଆନ୍ ଆଜି କଟକ ଗସ୍ତରେ ଯାଇଛନ୍ତି । ଏହି ଅବସରରେ ସେ ତାଳଦଣ୍ଡା କେନାଲ ଓ ନେତାଜୀ ବସ୍ ଟର୍ମିନାଲ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି ।…
Breaking News ବାହାଘର ପରେ ସୌମ୍ୟ ମାନସିକ ଚାପରେ ରହୁଥିଲେ କାହିଁକି? ପୋଲିସକୁ ମିଳିଲା ଲାପଟପ୍, ମୋବାଇଲ୍ Manas Pradhan Jul 18, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ (ଏସିଏଫ୍) ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ଦିନକୁ ଦିନ ନୂଆ ଗୁମର ଖୋଲୁଛି । ତେବେ ଇତିମଧ୍ୟରେ ସୌମ୍ୟଙ୍କ ସରକାରୀ କ୍ୱାର୍ଟର୍ସକୁ…
Breaking News ଆଜି ରାଜ୍ୟରେ ୬୬ ଜଣଙ୍କର କରୋନାରେ ପ୍ରାଣହାନୀ Manas Pradhan Jul 18, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ଆଜି ରାଜ୍ୟରେ କରୋନା ମୃତ୍ୟୁ ରେକର୍ଡ ପାର କରିଛି । ଗତ ତେର ଦିନ ହେଲା କରୋନାରେ ୫୦ରୁ ଅଧିକ ଲୋକ ମୃତ୍ୟୁବରଣ କରୁଥିବା ଦେଖାଯାଉଛି । କରୋନା ରାଜ୍ୟକୁ ସମ୍ପୂର୍ଣ୍ଣ ଭାବେ କବଳିତ…
Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୨୧୫ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ Manas Pradhan Jul 18, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଛି । ଗତ ଚାରିଦିନ ଧରି ରାଜ୍ୟରେ ସଂକ୍ରମଣ ୨ ହଜାର ଉପରକୁ ଉଠିଛି । ଗତ ଏପ୍ରିଲ ୧୨ ତାରିଖରେ ଶେଷଥର ପାଇଁ ରାଜ୍ୟରେ…
Breaking News ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ FIR ପାଇଁ ଥାନାରେ ପହଞ୍ଚିଲେ IAS ଅଧିକାରୀ, କିନ୍ତୁ.. Manas Pradhan Jul 18, 2021 ନୂଆଦିଲ୍ଲୀ: ଗୋଟିଏ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ଜଣେ ସର୍ବଭାରତୀୟ ପ୍ରଶାସନିକ ଅଧିକାରୀ । ଏହି ଆଇଏଏସ୍ ଅଧିକାରୀ ଜଣକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଏଫଆଇଆର ଦାଖଲ ପାଇଁ ଥାନାରେ ପହଞ୍ଚିଥିଲେ…
Breaking News ଭୂସ୍ଖଳନରେ ୧୧ ମୃତ, ୮ ନିଖୋଜ Manas Pradhan Jul 18, 2021 ନୂଆଦିଲ୍ଲୀ: ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଭୂସ୍ଖଳନ ହୋଇଛି । ଫଳରେ ୧୧ ଜଣଙ୍କର ମୃତ୍ୟୁ ଘଟିବା ସହ ୮ ଜଣ ମାଟି ଅତଡ଼ା ତଳେ ଫସି ରହିଛନ୍ତି । ଖବର ପାଇ ଘଟଣାସ୍ଥଳରେ ବିଏମସି, ଏନଡିଆରଏଫ୍ ଓ ଅଗ୍ନିଶମ ବାହିନୀ ପହଞ୍ଚି…
Breaking News ଶାରୀରିକ ସମ୍ପର୍କ ବିନା ଯୌନ ଉତ୍ପୀଡନ ମଧ୍ୟ ଦୁଷ୍କର୍ମ: ବମ୍ବେ ହାଇକୋର୍ଟ Abinash Kumar Dhal Jul 18, 2021 ମୁମ୍ବାଇ (ଓଡ଼ିଶା ଭାସ୍କର): ଶାରୀରକି ସମ୍ପର୍କ ରକ୍ଷା ନକରି ଯୌନ ଉତ୍ପୀଡନ ଦେବା ମଧ୍ୟ ଦୁଷ୍କର୍ମ କୁହାଯିବ । ଏଭଳି ଏକ ରାୟ ବମ୍ବେ ହାଇକୋର୍ଟ ଦେଇଛନ୍ତି । ୨୦୧୯ରେ ଏହି ମାମଲାରେ ହୋଇଥିବା ଶୁଣାଣିରେ ୩୩ ବର୍ଷ ବୟସ୍କ…
Breaking News ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ୟୁଜିସି ନୂଆ ଗାଇଡ୍ଲାଇନ୍: ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା, ଅକ୍ଟୋବର ୧ ସୁଦ୍ଧା ପାଠପଢ଼ା ଆରମ୍ଭ କରିବାକୁ… Abinash Kumar Dhal Jul 18, 2021 ନୂଆଦିଲ୍ଲୀ, (ଓଡ଼ିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) କରୋନା କଟକଣାକୁ ଅନୁପାଳନ କରି ୨୦୨୧-୨୨ ନୂତନ ଶିକ୍ଷାବର୍ଷରେ ଆଡମିଶନ ଓ ପରୀକ୍ଷାକୁ ନେଇ ନୂଆ ଦିଶା ନିର୍ଦ୍ଦେଶ ଓ ଶୈକ୍ଷଣୀୟ କ୍ୟାଲେଣ୍ଡର…
Breaking News ପୁଣି ଚର୍ଚ୍ଚାରେ ଗୋପ ଥାନା: ପୋଲିସ ଭ୍ୟାନ୍ର ତେଲ ଚୋରାରେ ବିକ୍ରି ଘଟଣା, ଟଙ୍କା ଭାଗ ବଣ୍ଟାକୁ ନେଇ ୨ ଡ୍ରାଇଭର ମାର୍ପିଟ୍ Abinash Kumar Dhal Jul 18, 2021 ଗୋପ (ଓଡିଶା ଭାସ୍କର) : ବିଭିନ୍ନ ସମୟରେ କେତେକ ଘଟଣାକୁ ନେଇ ଗୋପ ଥାନା ଏବେ ଚର୍ଚ୍ଚା ରେ ଥିବା ବେଳେ ଶନିବାର ବିଳମ୍ବିତ ରାତ୍ରରେ ଗୋପ ଥାନାର ୨ ଡ୍ରାଇଭର ହାତାହାତି ହେବା ଭଳି ଅଭିଯୋଗ ଆସିଛି । କିନ୍ତୁ ଏହି…