Breaking News ଟିକଟକ୍ ଷ୍ଟାର ନିଶା ଗୁରଗେନଙ୍କ ହଟ୍ ଅବତାର, ଦେଖନ୍ତୁ ଫଟୋ Odisha Bhaskar Bureau Apr 16, 2021 ମୁମ୍ବାଇ,୧୬ା୪ (ଓଡିଶା ଭାସ୍କର) : ଟିକଟକ୍ ଷ୍ଟାର ନିଶା ଗୁରଗେନଙ୍କୁ ତ ଆପଣ ମାନେ ଜାଣିଥିବେ । ନିଜର ହଟନେସ୍ ଏବଂ ଷ୍ଟାଇଲିସ୍ ଲୁକ୍ ରେ ଇନଟରନେଟ୍ ୟୁଜର୍ ଙ୍କୁ ପାଗଳ କରୁଛନ୍ତି । ନିଶା ସୋସିଆଲ ମିଡିଆରେ…
Featured ମେ’ ୧୫ ଯାଏ ବନ୍ଦ ରହିବ ଦେଶର ସମସ୍ତ ଐତିହ୍ୟସ୍ଥଳ Odisha Bhaskar Bureau Apr 16, 2021 ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଦ୍ରୁତ ଗିତରେ ବୃଦ୍ଧି ପାଇବାରେ ଲାଗିଛି । କରୋନା ପ୍ରଭାବ ଯୋଗୁ ଦେଶରେ ଥିବା ଐତିହ୍ୟସ୍ଥଳ ଓ ସଂଗ୍ରହାଳୟଗୁଡିକୁ ପୁଣି ଥରେ ୧୫ ମେ’ ଯାଏ ବନ୍ଦ କରିବା…
Breaking News ମହାଦେବଙ୍କ ଗୀତରେ ନାଚୁଛି ହାତୀ, ଦେଖନ୍ତୁ ଭିଡିଓ Odisha Bhaskar Bureau Apr 16, 2021 ବଲିଉଡ୍ ଗୀତରେ ହାତୀ ନାଚିବାର ଆପଣ ମାନେ କେବେ ଆଗରୁ ଦେଖିଛନ୍ତି କି ? ଆଉ ଯଦି ଆଗରୁ କେବେ ଦେଖିନାହାନ୍ତି ତାହଲେ ଆଜି ଦେଖନ୍ତୁ । କିପରି ଗୋଟିଏ ହାତୀ ମହାଦେବଙ୍କ ଗୀତରେ ନିଜକୁ ହଜେଇ ଦେଇଛି, ଆଉ ସୁନ୍ଦର ଭାବରେ…
Breaking News ମାଗଣା ୨୦୦ ୟୁନିଟ୍ ବିଦ୍ୟୁତ ଯୋଗାଇଦେବା ପ୍ରସଙ୍ଗ: ଅନଶନ ପ୍ରତ୍ୟାହାର ପାଇଁ କେଜରିୱାଲଙ୍କ ଆହ୍ୱାନ Odisha Bhaskar Bureau Apr 16, 2021 ଭୁବନେଶ୍ୱର, ୧୬ା୪ (ଓଡିଶା ଭାସ୍କର): ଗତ ୭ ତାରିଖରୁ ଚାଲିଆସିଥିବା ଅନଶନକୁ ପ୍ରତ୍ୟାହାର କରିବା ପାଇଁ ଆମ୍ ଆଦମୀ ପାର୍ଟି (ଏଏପି) ସୁପ୍ରିମୋ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜିରୱାଲ ଅନୁରୋଧ କରିଛନ୍ତି । କରୋନାର…
Featured କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ କରୋନା ପଜିଟିଭ୍ Odisha Bhaskar Bureau Apr 16, 2021 ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : କରୋନାରେ ସଂକ୍ରମିତ ହୋଇଛନ୍ତି କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହ । ଏନେଇ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ଦିଲ୍ଲୀରେ ଥିବା ତାଙ୍କ ବାସଭବନରେ ସେ…
Breaking News ଦେଶରେ ଅକ୍ସିଜେନର ଅଭାବ; ବିଦେଶରୁ ଆମଦାନୀ ହେବ ୫୦,୦୦୦ ମେଟ୍ରିକ୍ ଟନ୍ ଅକ୍ସିଜେନ୍ Odisha Bhaskar Bureau Apr 16, 2021 ନୁଆଦିଲ୍ଲୀ, ୧୬ା୪ (ଓଡିଶା ଭାସ୍କର) : ଦେଶରେ କରୋନା ପୁଣିଥରେ ତାର ପ୍ରଭାବ ଆରମ୍ଭ କରିଦେଇଛି । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି । ଯାହା ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଚିନ୍ତାର କାରଣ ପାଲଟିଛି…
Breaking News ଗ୍ୟାଙ୍ଗଷ୍ଟର ହାଇଦରର ଗିରଫ ନେଇ ପୋଲିସ୍ କମିସନରଙ୍କ ପ୍ରେସମିଟ୍ Odisha Bhaskar Bureau Apr 16, 2021 କଟକ, ୧୬ା୪ (ଓଡିଶା ଭାସ୍କର) : କଟକ ପୋଲିସର କାର୍ଯ୍ୟକାରିତାକୁ ନେଇ ପୋଲିସ୍ କମିସନର ପ୍ରଶଂସା କରିଛନ୍ତି । ହାଇଦରକୁ ଗିରଫ କରିବା ଅପରେସନକୁ ୧୨୦ ଘଣ୍ଟା ପୁରିଛି । ଏହି ୧୨୦ ଘଣ୍ଟା ମଧ୍ୟରେ ପୋଲିସ୍ ଅନେକ କସରତ…
Featured ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ୍ ସିହ୍ନାଙ୍କ ଦେହାନ୍ତ Odisha Bhaskar Bureau Apr 16, 2021 ନୂଆଦିଲ୍ଲୀ ୧୬ ।୪ (ଓଡିଶା ଭାସ୍କର) : ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରଞ୍ଜିତ୍ ସିହ୍ନାଙ୍କର ଦେହାନ୍ତ ହୋଇଛି । କରୋନା ପଜିଟିଭ ଯୋଗୁ ଆଜି ସକାଳେ ତାଙ୍କର ନିଧନ ହୋଇଯାଇଛି । ଗତ କାଲି ରାତିରେ ରଞ୍ଜିତ୍ ସିହ୍ନା…
Breaking News ଦେଶରେ ଆଜି ୧୧୮୫ ଜଣଙ୍କ ମୃତ୍ୟୁ, ୨.୧୭ ଲକ୍ଷ ଆକ୍ରାନ୍ତ Odisha Bhaskar Bureau Apr 16, 2021 ନୂଆଦିଲ୍ଲୀ, ୧୬ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୧୮୫ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୦୮କୁ…
Breaking News କରୋନା ଭ୍ୟାକ୍ସିନ ନେବା ପରେ ସେକ୍ସଠାରୁ ଦୂରେଇ ରୁହନ୍ତୁ, ନଚେତ୍… Odisha Bhaskar Bureau Apr 16, 2021 ବର୍ତ୍ତମାନ ସମଗ୍ର ଦେଶରେ କରୋନାର ଦ୍ୱିତୀୟ ଲହର ମାଡ଼ି ଚାଲିଛି । ସରକାରଙ୍କ ପକ୍ଷରୁ ପ୍ରତି ରାଜ୍ୟରେ ଟିକାକରଣ ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ଆଜିକାଲି ଅଧିକାଂଶ ଲୋକ ସୋସିଆଲ ମିଡ଼ିଆରେ ଟିକାକୁ ନେଇ ଅନେକ…