ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ମୃତକ ପରିବାରର କ୍ଷତିପୂରଣ ଦାବି

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ମୃତକ ପରିବାର ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ଦାବି କରିଛନ୍ତି । ପରିବାର ଲୋକେ ଘଟଣାର ତଦନ୍ତ ସହ ୨୦ଲକ୍ଷ ଟଙ୍କା ଦାବି…

ଭ୍ୟାନ ସହ ପିଟିହେଲା ସ୍କୁଟର, ୨ମୃତ

ପୁରୀ, ୨୫ା୧(ଓଡ଼ିଶା ଭାସ୍କର): ପୁରୀ ପିପିଲିର ଦାଣ୍ଡମୁକୁନ୍ଦପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଭ୍ୟାନ ସହ ସ୍କୁଟର ଧକ୍କା ହୋଇଥିବା ସୂଚନା ମିଳିଛି । ସେଥିରେ ଦୁଇ ଶିକ୍ଷୟତ୍ରୀଙ୍କର ମୃତ୍ୟୁ ହୋଇଛି । ମୃତକ…

ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଅଟକ

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିମାନବନ୍ଦର ଛାତ ଭୁଶୁଡ଼ିବା ଘଟଣାରେ ଠିକାଦାର ଦିଲୀପ ଖଟେଇଙ୍କୁ ଅଟକ ରଖିଛି ପୋଲିସ । ତାଙ୍କୁ ଅଟକ ରଖିଛି ଏୟାରପୋର୍ଟ ଥାନା ପୋଲିସ । ତାଙ୍କୁ ଅଟକ ରଖି…

ତୁର୍କୀରେ ଭୂକମ୍ପ ଝଟକା, ୧୮ମୃତ

ତୁର୍କୀ, ୨୫ା୧: ପୂର୍ବ ତୁର୍କୀରେ ତୀବ୍ର ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ଭୂମିକମ୍ପ ଯୋଗୁଁ ଦୋହଲିଗଲା ଲାଜିକ୍ ପ୍ରୋଭିନ୍ସ । ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ତୀବ୍ରତା ଥିବା ରେକର୍ଡ଼ କରାଯାଇଛି ।…

ଭୁଶୁଡ଼ିଲା ଭୁବନେଶ୍ୱର ବିମାନବନ୍ଦର ଛାତ

ଭୁବନେଶ୍ୱର, ୨୫ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଘଟଣ ଘଟିଛି । ବିମାନବନ୍ଦର ପରିସରରେ ନିର୍ମାଣଧୀନ ଲିଙ୍କ୍ ବିଲ୍ଡିଂ ଭୁଶୁଡ଼ି ପଡ଼ିଥିବା ସୂଚନା ମିଳିଛି ।…

k-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଆନ୍ଧ୍ର,୨୪ ।୧: ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରୁ k-୪ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଛି । ପାଣି ଭିତରୁ ଛଡାଯାଇଥିବା k-୪ର ଲକ୍ଷ୍ୟଭେଦର କ୍ଷମତା ୩୫୦୦ କିମି ରହିଛି । ତେବେ ଗତ ୬ ଦିନରେ ପାଣି ଭିତରୁ ଏହା…

ସିଏଏକୁ ନେଇ ରାଷ୍ଟ୍ରପତିଙ୍କୁ ଗୁହାରି

ନୂଆଦିଲ୍ଲୀ,୨୪ ।୧: ନାଗରିକତା ସଂଶୋଦନ ଆଇନ ବା ସିଏଏ ସମର୍ଥନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିଛନ୍ତି ୧୫୪ ଜଣିଆ ପ୍ରତିନିଧିମଣ୍ଡଳୀ । ଏହି ପ୍ରତିନିଧିମଣ୍ଡଳୀରେ ୧୧ ଜଣ ପୂର୍ବତନ ବିଚାରପତିଙ୍କ ସମେତ ୭୨ ଜଣ…

ସରକାର ଭାଙ୍ଗିଲେ କଲେଜ ପରିଚାଳନା କମିଟି

ଭୁବନେଶ୍ୱର,୨୪ ।୧(ଓଡିଶା ଭାସ୍କର): କଲେଜ ଗଭର୍ଣ୍ଣିଂ ବଢି ବା ପରିଚାଳନା କମିଟିକୁ ଆଜି ଭାଙ୍ଗିଛନ୍ତି ରାଜ୍ୟ ସରକାର । ସବୁ ବେସରକାରୀ ଅନୁଦାନପ୍ରାପ୍ତ ଡିଗ୍ରୀ କଲେଜର ଗଭର୍ଣ୍ଣିଂ ବଡି ଭଙ୍ଗାଯାଇଛି । ପରିଚାଳନା…

ଜେଏସଡ଼ବ୍ଲୁ ଷ୍ଟିଲର ତ୍ରୈମାସିକ ରିପୋର୍ଟ ପ୍ରକାଶିତ

ଭୁବନେଶ୍ୱର, ୨୪ା୧(ଓଡ଼ିଶା ଭାସ୍କର): ଜେଏସଡ଼ବ୍ଲୁ ଇସ୍ପାତ କମ୍ପାନିର ତୃତୀୟ ତ୍ରିମାସର ରିପୋର୍ଟ ପ୍ରକାଶ ପାଇଛି । ଦ୍ୱିତୀୟ ତ୍ରିମାସ ତୁଳନାରେ ଇସ୍ପାତ ଉତ୍ପାଦନ ୫% ବୃଦ୍ଧି ପାଇଛି । ଗତବର୍ଷ ତୁଳନାରେ କମ୍ପାନିର ନିଟ୍…