Breaking News ନିର୍ଦ୍ଧାରିତ ସମୟ ପୂର୍ବରୁ ସରିଲା ଶୀତ ଅଧିବେଶନ Odisha Bhaskar Bureau Nov 28, 2019 ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଛି ବିଧାନସଭାର ଶୀତକାଳୀନ ଅଧିବେଶନ । ଗୃହକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ମୁଲତବି ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ଡିସେମ୍ବର…
Breaking News ବ୍ରହ୍ମପୁରରୁ ସ୍ୱାଭାବିକ ହେଲା ବସ୍ ସେବା Odisha Bhaskar Bureau Nov 28, 2019 ବ୍ରହ୍ମପୁର,୨୮ା୧୧(ଓଡ଼ିଶା ଭାସ୍କର): ଆଜି ବ୍ରହ୍ମପୁରରୁ ସ୍ୱାଭାବିକ ହୋଇଛି ଘରୋଇ ବସ୍ ସେବା । ପରିବହନ ମନ୍ତ୍ରୀ ଓ ବସ ମାଲିକ ସଙ୍ଘର ଆଲୋଚନା ପରେ ଏହିପରି ନିଷ୍ପତ୍ତି ନିଆଯାଇଛି । ଜିଲ୍ଲା ଭିତରେ ଚାଲୁଥିବା ବସ୍ ସିଟି…
Breaking News ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଉଦ୍ଧବ Odisha Bhaskar Bureau Nov 28, 2019 ମହାରାଷ୍ଟ୍ର, ୨୮ା୧୧: ମହାରାଷ୍ଟ୍ରରେ ମହାନାଟକରେ ପଡ଼ିଛି ପୂର୍ଣ୍ଣଛେଦ । ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆଜି ମହାରାଷ୍ଟ୍ର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମହାବିକାଶ ଆଘାଡ଼ିର ନେତା ତଥା ଶିବସେନା ମୁଖ୍ୟ…
Breaking News ନନ୍ଦନକାନନରେ ହଳଦିଆ ଆନାକୋଣ୍ଡାର ମୃତ୍ୟୁ Odisha Bhaskar Bureau Nov 28, 2019 ବାରଙ୍ଗ,୨୮ା୧୧(ଓଡ଼ିଶା ଭାସ୍କର): ନନ୍ଦନକାନନରେ ୨ବର୍ଷୀୟ ହଳଦିଆ ଆନାକୋଣ୍ଡାର ମୃତ୍ୟୁ ଘଟିଛି । ଏନେଇ ସୂଚନା ଦେଇଛନ୍ତି ନନ୍ଦନକାନନର ଉପ-ନିର୍ଦ୍ଦେଶକ । ଗତମାସ ୨୨ ରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଭୁବନେଶ୍ୱର ସ୍ଥିତ…
Breaking News ଗୃହରେ ସିଏଜି ରିପୋର୍ଟ ଉପସ୍ଥାପିତ Odisha Bhaskar Bureau Nov 28, 2019 ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ଆଜି ବିଧାନସଭାରେ ଉପସ୍ଥାପିତ ହୋଇଛି ସିଏଜି ରିପୋର୍ଟ । ଏହାକୁ ଗୃହରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ୨୦୧୭-୧୮ର ବିନିଯୋଗ ହିସାବ ଓ ଆର୍ଥିକ ସ୍ଥିତିକୁ…
Breaking News କିଛି ସମୟ ପରେ ମହାରାଷ୍ଟ୍ରରେ ଶପଥ ଗ୍ରହଣ ଉତ୍ସବ, କଂଗ୍ରେସ-ଏନସିପି-ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ନେବେ ଶପଥ Odisha Bhaskar Bureau Nov 28, 2019 ମହାରାଷ୍ଟ୍ର, ୨୮ା୧୧: କିଛି ସମୟ ପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଉଦ୍ଧବ ଠାକରେ । କଂଗ୍ରେସ, ଏନସିପି ଓ ଶିବସେନାରୁ ୨ଜଣ ଲେଖାଏଁ ମନ୍ତ୍ରୀ ମଧ୍ୟ ଶପଥ ନେବେ । ଏନସିପିରୁ ଶପଥ ନେବେ ଛଗନ…
Breaking News ଏହି ୪ ରାଶିର ବ୍ୟକ୍ତି ସୁନା ଧାରଣ କଲେ ମିଳିଥାଏ ଶୁଭଫଳ Odisha Bhaskar Bureau Nov 28, 2019 ଭାରତୀୟ ସମାଜରେ ସୁନା ପ୍ରତି ଏକ ଅଲଗା ଆକର୍ଷଣ ରହିଛି । ବାସ୍ତୁଶାସ୍ତ୍ରରେ ସୁନାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ । ତେବେ ବାସ୍ତୁ…
Breaking News ଆହୁରି ୩ ମାସ କୋହଳ ହେଲା ଟ୍ରାଫିକ୍ ନିୟମ Odisha Bhaskar Bureau Nov 28, 2019 ଭୁବନେଶ୍ୱର,୨୮ ।୧୧(ଓଡିଶା ଭାସ୍କର): ନୂଆ ଟ୍ରାଫିକ୍ ନିୟମକୁ ଆଉ ୩ ମାସ ପର୍ଯ୍ୟନ୍ତ କୋହଳ କରାଯାଇଛି । ଏନେଇ ଆଜି ବିଧାନସଭାରେ ଘୋଷଣା କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଏହା ପୂର୍ବରୁ ୩ ମାସ ପାଇଁ ନୂଆ…
Breaking News ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ମିଳିଲା ମଧ୍ୟାହ୍ନ ଭୋଜନ ଦାୟିତ୍ୱ Odisha Bhaskar Bureau Nov 28, 2019 ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ସ୍କୁଲରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରୁ ଶିକ୍ଷକମାନଙ୍କୁ ମୁକ୍ତ କରାଯାଇଛି । ଏଣିକି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଏହି ମଧ୍ୟାହ୍ନ ଭୋଜନ କଥା ବୁଝିବେ । ମିଶନ ଶକ୍ତି ଓ ଗଣ…
Breaking News ଓଡ଼ିଶା ବନ୍ୟଜନ୍ତୁଙ୍କ ଉପରେ ବିଦେଶୀ ମାଫିଆ ନଜର Odisha Bhaskar Bureau Nov 28, 2019 ଭୁବନେଶ୍ୱର,୨୮ା୧୧(ଓଡ଼ିଶା ଭାସ୍କର): ଓଡ଼ିଶା ବନ୍ୟଜନ୍ତୁଙ୍କ ପ୍ରତି ବିଦେଶୀ ମାଫିଆମାନେ ଖରାପ ନଜର ରଖିଛନ୍ତି । ବିଦେଶକୁ ଓଡ଼ିଶାର ବିରଳ ବନ୍ୟଜନ୍ତୁ ଚାଲାଣ ହେଉଥିବା ସୂଚନା ମିଳିଛି । ଏନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ…