ରଙ୍ଗ କିଣୁଥିବା ବେଳେ ଚଢ଼ିଗଲା ଟ୍ରକ୍: ୭ ଜଣଙ୍କ ମୃତ୍ୟୁ, ୫୦ ଆହତ

ପାଟନା, ୨୯ା୩: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଟ୍ରକ ଚଢ଼ିଯାଇ ୭ ଜଣଙ୍କ ମୃତ୍ୟୁ ହେବା ସହିତ ୫୦ରୁ ଅଧିକ ଆହତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରବର୍ଗଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା…

ପ୍ରଗତି ଘରୋଇ କଲେଜରେ ୩୨ ପଜିଟିଭ୍

ଭବାନୀପାଟଣା,୨୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଭବାନୀପାଟଣାରେ ପ୍ରଗତି ନାମକ ଏକ ଘରୋଇ କଲେଜରେ ୩୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ୩୨ କରୋନା ପଜିଟିଭ…

ରାଜଧାନୀରେ ପୁଣି ଜଣେ ଯୁବତୀ କାଟିଲେ ହାତ, ମେଡିକାଲରେ ହେଲେ ଭର୍ତ୍ତି

ଭୁବନେଶ୍ୱର, ୨୯ା୩ (ଓଡିଶା ଭାସ୍କର): ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀ ନିଜର ହାତ କାଟିଛନ୍ତି । ମାଷ୍ଟର କ୍ୟାଣ୍ଟିନ୍ ଛକରେ ଯୁବତୀ ଜଣଙ୍କ ଏକ ଧାରୁଆ ବ୍ଲେଡରେ ନିଜ ହାତକୁ କାଟିଥିବା ଜଣାପଡ଼ିଛି । ଯୁବତୀଙ୍କୁ…

ଯାଜପୁର ଗ୍ରୀନ ମାର୍କେଟରେ ଅଗ୍ନିକାଣ୍ଡ

ଯାଜପୁର,୨୯ ।୩(ଓଡିଶା ଭାସ୍କର): ସାରା ରାଜ୍ୟରେ କରୋନା କଟକଣା ସହ ଚାଲିଛି ହୋଲି ଉତ୍ସବ । ଲୋକମାନେ ଘରେ ରହି ହୋଲି ମନାଉଥିବା ବେଳେ ଯାଜପୁର ରୋଡ ଗ୍ରୀନ୍ ମାର୍କେଟରେ ଆଜି ହୋଇଛି ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ…

ଏପ୍ରିଲରୁ ବଢ଼ିବ ତାତି! ଏସଆରସିଙ୍କ ସତର୍କତା

ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ଦିନକୁ ଦିନ ଖରାର ପ୍ରକୋପ ବଢିବାରେ ଲାଗିଛି । ଏପ୍ରିଲ ମାସ ଆରମ୍ଭରୁ ରାଜଧାନୀ ଭୁବନେଶ୍ୱର ସମେତ ବହୁ ରାଜ୍ୟରେ ତାତି ବଢିବାର ସମ୍ଭାବନା ରହିଛି । ବର୍ଷା ଯୋଗୁଁ ଗତ ୨ ଦିନ…

ଝିଅ ହୋଇ ବି ବଢ଼ାଇଲେ ଦାଢ଼ି, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ, ୨୯ା୩: ଆମ ସମାଜରେ ସାଧାରଣତଃ ପୁଅମାନେ ଦାଢ଼ି ରଖିଥାନ୍ତି । ଯଦି ଆପଣ ଜାଣିବାକୁ ପାଇବେ ଯେ ଜଣେ ଝିଅ ଦାଢ଼ି ରଖୁଛି ବୋଲି ତେବେ କଥାଟା ଆପଣଙ୍କୁ ଟିକିଏ ଅଡ଼ୁଆ ଲାଗିବ ନିଶ୍ଚୟ । ଆମେରିକାର କ୍ଲାଇଡ୍ ୱାରେନ…