ଲିଙ୍ଗରାଜ ମନ୍ଦିର ବେଢାରେ ଶିଳ୍ପାଙ୍କ ଫଟୋକୁ ନେଇ ବିବାଦ, ସେବାୟତଙ୍କୁ ସୋ’ କଜ୍….

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିରରେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଉଠାଇବା ପ୍ରସଙ୍ଗକୁ ନେଇ ବିବାଦ ଦେଖାଦେଇଛି । ତେବେ ତାଙ୍କ ସହିତ ନଜର ଆସିଥିବା ସୁପରଭାଇଜରଙ୍କୁ ଶୋ କଜ୍ ନୋଟିସ ଜାରି କରାଯାଇଛି ।…

ସୋସିଆଲ ଇନଫ୍ଲୁଏନ୍ସର ପାଇଁ ଲଞ୍ଚ ହେଲା ଡିଗ୍ରୀ କୋର୍ସ, ନାମ ଲେଖାଇ କମାଇପାରିବେ ଲକ୍ଷାଧିକ ଟଙ୍କା

ଓଡିଶା ଭାସ୍କର: ଆଜିକାଲି ଅନେକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ହେବାକୁ ଚାହିଁଛନ୍ତି । ଯଦି ଆପଣ ମଧ୍ୟ ଚାହୁଁଛନ୍ତି ଇନଫ୍ଲୁଏନ୍ସର ହେବାକୁ, ତେବେ ଆପଣଙ୍କ ପାଇଁ ଖୁସି ଖବର । ଏହି କାମ ପାଇଁ ଆରମ୍ଭ ହୋଇଛି ଏକ ସ୍ନାତକ…

(Video) ଏହି ଖେଳାଳି ରଚିଲେ ଇତିହାସ, ହାସଲ କଲେ ଫୁଟବଲର ସବୁଠୁ ବଡ଼ ସମ୍ମାନ, ଜାଣନ୍ତୁ ପୂରା ଡିଟେଲ୍ସ

ନୂଆଦିଲ୍ଲୀ: ସ୍ପେନ ଏବଂ ମଞ୍ଚେଷ୍ଟର ସହରର ମିଡଫିଲ୍ଡର ରୋଡ୍ରି ହର୍ଣ୍ଣାଡେଜ ଫୁଟବଲର ସବୁଠୁ ବଡ଼ ଆୱାର୍ଡକୁ ନିଜ ନାମରେ କରିଛନ୍ତି। ସେ ପୁରୁଷ Ballon d’Orର ୨୦୨୪ର ଆୱାର୍ଡ ଜିତିଛନ୍ତି। ସବୁଠୁ ଖାସ କଥା ହେଉଛି ସେ…

ଖୁସି ଖବର! ଆଜି ଧନତେରସରେ ଶସ୍ତା ହୋଇଗଲା ସୁନା, ଜାଣନ୍ତୁ କେତେ ରହିଛି ୧୦ ଗ୍ରାମ ଗୋଲ୍ଡ ରେଟ୍‌

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳନ କରୁଛି ଧନ୍ୱନ୍ତରୀ ପର୍ବ। ଆଜି ୨୯ ଅକ୍ଟୋବରରେ ଧନତେରସ ପର୍ବରେ ସୁନା ମୂଲ୍ୟ ୫୦୦ ଟଙ୍କା ଶସ୍ତା ହୋଇଛି। ଏହି ଦିନ ସୁନା-ରୂପା ଜିନିଷ କିଣିବାକୁ ଶୁଭ ବୋଲି ବିବେଚନା କରାଯାଏ। ତେବେ…

ବଡ଼ ଖବର: ସ୍ୱର୍ଗଦ୍ୱାରରେ କାଠ ପରିବର୍ତ୍ତେ ଗୋବର ଘସିରେ ହେବ ଶବଦାହ

ପୁରୀ: ଓଡ଼ିଆ ସଂସ୍କୃତିରେ ଜନ୍ମ ନେଇଥିବା ପ୍ରତି ଓଡ଼ିଆଙ୍କ ଶେଷ ଇଚ୍ଛା ମୃତ୍ୟୁ ପରେ ତାଙ୍କୁ ପରିଜନମାନେ ସ୍ୱାର୍ଗଦ୍ୱାରକୁ ନେଇ ଶବଦାହ କରନ୍ତୁ। ହିନ୍ଦୁ ଧର୍ମରେ ଶବଦାହର ଅନେକ ନିୟମ ରହିଛି। ବିଶ୍ୱାସ ରହିଛି ଯେ, ଯେଉଁ…

୧୫ ଲକ୍ଷ ଇଞ୍ଜିନିୟରିଂ ଛାତ୍ର ହେବେ ପାସଆଉଟ୍, କେବଳ ୧୦ ପ୍ରତିଶତ ପାଇବେ ଚାକିରି : ଆଶ୍ଚର୍ଯ୍ୟ କରିଦେବ ଏହି ରିପୋର୍ଟ

ନୂଆଦିଲ୍ଲୀ: ଗତ କିଛି ଦଶନ୍ଧି ଧରି ଇଞ୍ଜିନିୟରିଂ ଭାରତୀୟ ଛାତ୍ରମାନଙ୍କ ସ୍ୱପ୍ନର କ୍ୟାରିଅର୍ । ଲକ୍ଷ ଲକ୍ଷ ଛାତ୍ର ଆଇଆଇଟି ପାଇଁ ପ୍ରସ୍ତୁତ ହେଉଛନ୍ତି । ଅନେକ ସଫଳ ହେଉଛନ୍ତି, ଯେଉଁମାନେ ହେଉନାହାଁନ୍ତି, ସେମାନେ…

World Stroke Day 2024: ଶରୀରରେ ଏହି ସବୁ ଲକ୍ଷଣ ଷ୍ଟ୍ରୋକର ମୁଖ୍ୟ କାରଣ! ଚାଲିଯାଇପାରେ ଜୀବନ

ନୂଆଦିଲ୍ଲୀ: ପ୍ରତିବର୍ଷ ଅକ୍ଟୋବର 29 ତାରିଖକୁ ବିଶ୍ବ ଷ୍ଟ୍ରୋକ ଡେ ଭାବେ ପାଳନ କରାଯାଇଥାଏ । ଷ୍ଟ୍ରୋକର ପ୍ରତିରୋଧ, ଚିକିତ୍ସା ଏବଂ ପୁନରୁଦ୍ଧାର ବିଷୟରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନ…

ଘର କୋଣରେ ପଡିଥିଲା ମୃତ ଶ୍ରବଣ କୁମାର, ଅନ୍ଧ ବାପା, ମାଆଙ୍କୁ ନ ଥିଲା ଖବର, ୪ ଦିନ ପରେ ଉଦ୍ଧାର କଲା ପୋଲିସ

ହାଇଦ୍ରାବାଦ: ତେଲେଙ୍ଗାନାରୁ ଆସିଛି ଏକ ହୃଦୟବିଦାରକ ଖବର । ଗୋଟିଏ ଘରେ ପୁଅର ମୃତଦେହ ସହ ନିଜ ଅଜାଣତରେ ପଡି ରହିଥିଲେ ଅନ୍ଧ ବାପା ମାଆ । ୪ ଦିନ ପରେ ପୋଲିସ ଖବର ପାଇ ସେଠାରେ ପହଞ୍ଚିବା ବେଳକୁ ବାପା, ମାଆ ଅର୍ଦ୍ଧ…

ଶ୍ରୀଜିଉଙ୍କ ବନକ ଲାଗି ନୀତି, ଶ୍ରୀମନ୍ଦିରରେ 5 ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଅର୍ଥାତ୍ ବୁଧବାର ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ 5 ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ । ପରମ୍ପରା ଅନୁସାରେ, ନୀତିକ୍ରାନ୍ତି ଆୟୋଜିତ ହେବାକୁ ଥିବା…

ଜିଓ ଫାଇନାନ୍ସରେ ଧନତେରସ ଅଫର, ସୁନା ଚୋରିର ରହିବନି ଆଶଙ୍କା

ନୂଆଦିଲ୍ଲୀ: ଧନତେରସ ଅବସରରେ ଜିଓ ଫାଇନାନ୍ସ ଆଣିଛି ବଡ ଅଫର । ଏବେ ସୁନା ଦର ଆକାଶ ଛୁଆଁ ହୋଇଥିବା ବେଳେ ମୁକେଶ ଅମ୍ବାନୀଙ୍କ କମ୍ପାନୀ ମାତ୍ର ୧୦ ଟଙ୍କାରେ ସୁନା କିଣିବାର ମୌକା ଦେଉଛି । ଘରେ ବସି ଏତେ କମ ଟଙ୍କାରେ…