କରୋନା କହର: ଅଗଷ୍ଟ ସୁଦ୍ଧା ଦେଶରେ ୩ ଲକ୍ଷ ଲୋକଙ୍କ ହେବ ଅକାଳ ମୃତ୍ୟୁ!

ନୂଆଦିଲ୍ଲୀ, ୨୪ା୪ : ଭାରତରେ କରୋନା ମହାମାରୀ ପୁଣି ତାଣ୍ଡବ ଆରମ୍ଭ କରିସାରିଛି । ପ୍ରତିଦିନ ଲକ୍ଷ ଲକ୍ଷ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ହଜାର ହଜାର ସଂଖ୍ୟାରେ ଲୋକଙ୍କ ଜୀବନ ହାନି ଘଟୁଛି । ସେପଟେ ମୃତ୍ୟୁ ପରିମାଣ…

ଦୁନିଆଁରେ ଏମିତି ବି ଗଛ ଅଛି: ଫଳୁଛି ୪୦ ପ୍ରକାର ଫଳ, ଦାମ୍ ଲକ୍ଷ ଉପରେ

ସାଧାରଣତଃ ଗୋଟିଏ ଗଛ କେବଳ ଗୋଟିଏ ପ୍ରକାର ଫଳ ଦେଇଥାଏ । ମାତ୍ର ନିକଟରେ ଏମିତି ଗଛ ବିଷୟରେ ଖବର ମିଳିଛି, ଯେଉଁ ଗଛରେ ୪୦ ପ୍ରକାର ଫଳ ଫଳୁଛି । ଏକଥାଟି ସମସ୍ତଙ୍କୁ ଚକିତ କରିବା ସ୍ୱାଭାବିକ । ଏହିପରି ଏକ ଅଦ୍ଭୂତ ଗଛର…

ଓଲଟିଲା ଏଲପିଜି ସିଲିଣ୍ଡର ବୋଝେଇ ଟ୍ରକ: ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

ଭୁବନେଶ୍ୱର, ୨୪/୦୪: ଫୁଲନଖରା ନିକଟ ବାମ୍ଫକୁଦ ଗ୍ରାମ ନିକଟରେ ଏକ ଏଲପିଜି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଓଲଟି ପଡିଛି । ଜଟଣୀରୁ ପ୍ଲାଣ୍ଟରୁ କେନ୍ଦ୍ରପଡାକୁ ନିଆଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଛି । ସୂଚନା…

ଯୁବକଙ୍କ ମୃତ ଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ପୁରୀ, ୨୪/୦୪: ଶନିବାର ସକାଳୁ ପୁରୀ ବଳିଆ ପଣ୍ଡା ପୋଲିସ ମାତା ମଠ ନିକଟରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ଘଟଣା ଅନୁଯାୟୀ ଆଜି ସକାଳୁ ସ୍ଥାନୀୟ ଲୋକ ଯୁବକଙ୍କୁ କ୍ଷତାକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବାର…

କରୋନାଠାରୁ ସୁସ୍ଥ ହେବା ପରେ ବି ରହିଥାଏ ମୃତ୍ୟୁ ଭୟ, ଜାଣନ୍ତୁ କିପରି ରହୁଛି ଶରୀର ଉପରେ ଏହାର ପ୍ରଭାବ

ନୂଆଦିଲ୍ଲୀ, ୨୪ା୪ : କରୋନା ମହାମାରୀ ବର୍ତ୍ତମାନ ଦେଶରେ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ପୁର୍ବରୁ ଭାଇରସ୍ ରେ ଥିବା ଡବଲ୍ ମ୍ୟୁଟାଣ୍ଟ ଲୋକମାନଙ୍କର ସାଂଘତିକ କ୍ଷତି କରିଥିବା ବେଳେ ବର୍ତ୍ତମାନର ଟ୍ରିପଲ୍…

ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ

ମୁମ୍ବାଇ ୨୪ । ୪ (ଓଡିଶା ଭାସ୍କର) : ଦିନକୁ ଦିନ ବଢିବାରେ ଲାଗିଛି ଗୃହମନ୍ତ୍ରୀଙ୍କ ଅଡୁଆ । ଆଜି ସକାଳେ ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଘରେ ସିବିଆଇ ପକ୍ଷରୁ ଚଢାଉ କରାଯାଇଛି । ବମ୍ବେ…

ଆଜି ପୁଣି ୩ ଲକ୍ଷ ଟପିଲା ପଜିଟିଭଙ୍କ ସଂଖ୍ୟା: ୨୬୨୪ ଜଣଙ୍କ ମୃତ୍ୟୁ, ୩.୪୬ ଲକ୍ଷ ଆକ୍ରାନ୍ତ

ନୂଆଦିଲ୍ଲୀ, ୨୪ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୬୨୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୮୯ ହଜାର ୫୪୪କୁ…

ଲକଡାଉନରେ ପ୍ରଭାବିତ ହେବ ଜିଡିପି: ଲକ୍ଷ ଲକ୍ଷ କୋଟିର କ୍ଷତି ସହିବ ଦେଶ

ନୂଆଦିଲ୍ଲୀ, ୨୪ା୪: ଦେଶରେ କରୋନା ମହାମାରୀର ତାଣ୍ଡବ ଦିନକୁ ଦିନ ବଢ଼ି ଚାଲିଛି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନ ଭଳି କେତେକ ରାଜ୍ୟରେ କିଛି ଅଞ୍ଚଳରେ ଆଂଶିକ ଲକଡାଉନ ଲାଗୁ…

ବିଗିଡ଼ିବ ଦେଶର ଅବସ୍ଥା: ମେ ୧୫ ସୁଦ୍ଧା ଦୈନିକ ମୃତ୍ୟୁସଂଖ୍ୟା ୫ ହଜାର ଟପିବ, ଜାଣନ୍ତୁ କ’ଣ କହୁଛି ସର୍ଭେ

ନୂଆଦିଲ୍ଲୀ, ୨୪ା୪: କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ିବାରେ ଲାଗିଛି । କରୋନା ପ୍ରଭାବକୁ ହ୍ରାସ କରିବା ପାଇଁ ବିଭିନ୍ନ ଦେଶର ସରକାର ପ୍ରୟାସ ଜାରି ରଖିଛନ୍ତି । ତେବେ କରୋନାକୁ ନେଇ ଆମେରିକାର ଏକ ବିଶ୍ୱବିଦ୍ୟାଳୟ…