Breaking News ପିପିଇ କିଟ୍ ପିନ୍ଧି ବାହାହେଲେ ବର-କନ୍ୟା, ଦେଖନ୍ତୁ ଭିଡିଓ Odisha Bhaskar Bureau Apr 27, 2021 ମଧ୍ୟପ୍ରଦେଶ, ୨୭ା୪ (ଓଡିଶା ଭାସ୍କର): ନା ଥିଲା ବାହାଘର ଜୋଡ, ନା ଥିଲା ସାଜସଜ୍ଜା । ପିପିଇ କିଟ୍ ପିନ୍ଧି ବାହା ହେଲେ ବରକନ୍ୟା । ଏହିଭଳି ଏକ ଖବର ଆସିଛି ମଧ୍ୟପ୍ରଦେଶରୁ । ସେଠାରେ ଜଣେ ବର-କନ୍ୟା ବିନା ବାହାଘର ଜୋଡ…
Breaking News ମେ’୧ ରେ ସ୍ପୁଟନିକ-ଭି ଟିକାର ପ୍ରଥମ ବ୍ୟାଚ୍ ଭାରତରେ ପହଞ୍ଚିବ Odisha Bhaskar Bureau Apr 27, 2021 ନୂଆଦିଲ୍ଲୀ ୨୭ ।୪ (ଓଡ଼ିଶା ଭାସ୍କର) : ମେ’ ୧ ତାରିଖରେ ଭାରତରେ ପହଞ୍ଚିବ ସ୍ପୁଟନିକ-ଭି କରୋନା ଟିକା । ରୁଷିଆରେ ନିର୍ମିତ ଏହି ଟିକାର ପ୍ରଥମ ବ୍ୟାଚ୍ ଦେଶରେ ପହଞ୍ଚିବ ବୋଲି ଜଣାପଡିଛି । ଏହା ନେଇ ରଏଟର୍ସକୁ ରୁଷିଆ…
Featured କରୋନାରେ ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଜଣଙ୍କୁ ମିଳିବ ୫ ହଜାର Odisha Bhaskar Bureau Apr 27, 2021 ନୂଆଦିଲ୍ଲୀ, ୨୭ା୪: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ଭୟଙ୍କର ଭାବେ ବଢ଼ି ଚାଲିଛି । କରୋନା ପାଇଁ ବହୁ ଗରିବ ଲୋକ ନିଜର ଜୀବିକା ହରାଇଛନ୍ତି । ତେଣୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରିୱାଲ ଏନେଇ ଏକ ବଡ଼ ପଦକ୍ଷେପ…
Breaking News ରାଜ୍ୟରେ ବିଳମ୍ବରେ ହେବ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷଙ୍କ ଟିକାକରଣ Odisha Bhaskar Bureau Apr 27, 2021 ଭୁବନେଶ୍ୱର,୨୭ା୪ (ଓଡିଶା ଭାସ୍କର) : କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ମେ ୧ ତାରିଖରୁ ୧୮ରୁ ୪୪ ବର୍ଷର ବ୍ୟକ୍ତିବିଶେଷ ଟିକା ନେବେ । ହେଲେ ଓଡ଼ିଶାରେ ଏହା ବିଳମ୍ବ ହେବାର ଆଶଙ୍କା ରହିଛି । କାରଣ ରାଜ୍ୟରେ ଟିକା…
Breaking News ବିଜୟ ଶୋଭାଯାତ୍ରା ଉପରେ ଲାଗିଲା ରୋକ୍ Odisha Bhaskar Bureau Apr 27, 2021 ନୂଆଦିଲ୍ଲୀ, ୨୭ା୪ (ଓଡିଶା ଭାସ୍କର) : ଦେଶରେ କରୋନା ମହାମାରୀ ସଂକ୍ରମଣ ବଢ଼ୁଥିବା ବେଳେ ନିର୍ବାଚନ କମିସନ ଏକ ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନେଇଛନ୍ତି । ନିର୍ବାଚନ ସମୟରେ ଭୋଟ ଗଣତି ପରେ କିମ୍ବା ଜିତିଲା ପରେ ବିଜୟ…
Breaking News ଦେଶରେ ୨୭୭୧ ଜଣଙ୍କ ମୃତ୍ୟୁ, ୩.୨୩ ଲକ୍ଷ ପଜିଟିଭ୍ ଚିହ୍ନଟ Odisha Bhaskar Bureau Apr 27, 2021 ନୂଆଦିଲ୍ଲୀ, ୨୭ା୪ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୨୭୭୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୭ ହଜାର ୮୯୪କୁ…
Breaking News ଆସନ୍ତାକାଲିଠାରୁ ପଞ୍ଜୀକରଣ ଆରମ୍ଭ, ମେ ପହିଲାରୁ ଯୁବବର୍ଗଙ୍କୁ ଭ୍ୟାକ୍ସିନ Odisha Bhaskar Bureau Apr 27, 2021 ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନାର ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସନ୍ତା ମେ ମାସ ପହିଲାରୁ ରାଜ୍ୟରେ ସାବାଳକଙ୍କ ଟିକାକରଣ ଆରମ୍ଭ ହେବ ।…
Breaking News ଏଣିକି ବ୍ୟାଙ୍କ ୧୦ଟାରୁ ୪ଟା: ଜାଣନ୍ତୁ କେବେ ହେବ ଲାଗୁ Odisha Bhaskar Bureau Apr 27, 2021 ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କିଂ ସମୟ ପରିବର୍ତ୍ତନ କରାଯାଇଛି । ଏଣିକି ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଖୋଲା ରହିବ । ଗ୍ରାହକମାନେ ସକାଳ ୧୦ଟାରୁ…
Breaking News ୧୭ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦୦ ଟପିଲା: ଆଜି ୧୦ ଜଣଙ୍କ ମୃତ୍ୟୁ, ୬୦୭୩ ପଜିଟିଭ୍ Odisha Bhaskar Bureau Apr 27, 2021 ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ୧୭ଟି ଜିଲ୍ଲାରେ…
Breaking News ଆଜିଠୁ ସ୍କୁଲରେ ନାମଲେଖା ଆରମ୍ଭ Odisha Bhaskar Bureau Apr 27, 2021 ଭୁବନେଶ୍ୱର, ୨୭ା୪ (ଓଡିଶା ଭାସ୍କର): ଆଜିଠାରୁ ରାଜ୍ୟର ସମସ୍ତ ପ୍ରାଥମିକ ଓ ମାଧ୍ୟମିକ ଶ୍ରେଣୀରେ ନାମଲେଖା ଆରମ୍ଭ ହେବ । ଆସନ୍ତା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ । ସକାଳ ୭ଟାରୁ ୯ଟା ୩୦…