ପହଲଗାମ ଆତଙ୍କୀ ହମଲା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ବୟାନ

ପହଲଗାମ୍ ହମଲା; ପ୍ରଧାନମନ୍ତ୍ରୀଙ୍କ ବୟାନ। ଏଥର ନିର୍ଣ୍ଣାୟକ ବଦଲା ନିଆଯିବ।

ନୂଆଦିଲ୍ଲୀ: ପହଲଗାମ ହମଲାର ପ୍ରତିଶୋଧ ନବ ଭାରତ। ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ଼ ବୟାନ। ଖୁବଶୀଘ୍ର ନିପାତ ହେବ ଆତଙ୍କବାଦ।

ଏଥର ନିର୍ଣ୍ଣାୟକ ବଦଲା ନିଆଯିବ। ଆତଙ୍କବାଦ ମାନବବାଦ ପାଇଁ ସବୁଠୁ ବଡ଼ ବିପଦ। ଆତଙ୍କବାଦ ଶେଷ କରିବାକୁ ଆମେ ପ୍ରତିବଦ୍ଧ। ଆତଙ୍କବାଦକୁ ମୂଳରୁ ନିପାତ କରାଯିବ। ଏଥର ନିର୍ଣ୍ଣାୟକ ବଦଲା ନିଆଯିବ ବୋଲି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ପହଲଗାମରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ଆଉ ନିରୀହ ଲୋକଙ୍କ ହତ୍ୟାର ପ୍ରତିଶୋଧ ନେବ ଭାରତ। ମୂଳରୁ ଆତଙ୍କବାଦକୁ ଉପାଡି ଫୋପାଡି ଦିଆଯିବ। ଏଥିପାଇଁ ଆସ୍ତେ ଆସ୍ତେ ଆଗକୁ ବଢୁଛି ଭାରତ।