fbpx

ଏଣିକି ଟ୍ରେନ୍‌ ୪ ଘଣ୍ଟା ଲେଟ୍‌ ହେଲେ ଯାତ୍ରୀଙ୍କୁ ମିଳିବ କ୍ଷତିପୂରଣ: ସୁପ୍ରିମକୋର୍ଟ

Advertisement

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ କହିଛନ୍ତି ଯେ ଟ୍ରେନ୍‌ର ଲେଟ୍‌ ହେବା ଉପରେ ରେଲୱେ ଯାତ୍ରୀମାନଙ୍କୁ କ୍ଷତିୂରଣ ଦେବାକୁ ପଡ଼ିବ । ଜଷ୍ଟିସ୍‌ ଏମ୍‌ଆର୍‌ ଶାହଙ୍କ ଖଣ୍ଡପୀଠରେ ଶୁଣାଣୀରେ କହିଛନ୍ତି ଯେ ସାର୍ବଜନିକ ପରିବହନକୁ ନିଜ କ୍ଷେତ୍ରରେ ରହିବାକୁ ହେବ ଏବଂ ପ୍ରତିଯୋଗିତାରେ ରହିବା ଦରକାର ତେବେ ନିଜକୁ ସୁଧାରିବାକୁ ପଡ଼ିବ । ବିଳମ୍ବିତ ଟ୍ରେନ୍‌କୁ ନେଇ ଏକ ମାମଲାରେ ଯାତ୍ରୀଙ୍କୁ ୩୦ ହଜାର ଟଙ୍କାର କ୍ଷତି ପୂରଣ ଦେବାପାଇଁ କୋର୍ଟ ଆଦେଶ ଦେଇଛନ୍ତି ।

Get real time updates directly on you device, subscribe now.