ବଲାଙ୍ଗିର: ବଲଶଙ୍ଗିର ଜେଲରେ ପୁଞ୍ଜିଲାଲ୍ ମେହେର । କଏଦୀ ନଂ ୫୮୮୨ ଭାବେ ଜେଲରେ ଅଛନ୍ତି ପୁଞ୍ଜିଲାଲ ମେହେର ।
ସଇତାନ ପୁଞ୍ଜିଲାଲର ଗୁମର ଖୋଲିଲେ ତକ୍ରାଳୀନ କ୍ରାଇମବ୍ରାଞ୍ଚ ଆଇଜି ବୋଥ୍ରା । ପୁଞ୍ଜିଲାଲଙ୍କୁ ଆଜୀବନ ଜେଲ ଦଣ୍ଡ ମିଳିବା ପରେ ମୃତ ସୌମ୍ୟଙ୍କ ବାପା-ମା’ କହିଲେ, ପୁଅ ଆତ୍ମାକୁ ଶାନ୍ତି ମିଳିଥିବ ।
ପୋଲିସକୁ ବେନାମୀ ଚିଠି ଲେଖି ଫସିଯାଇଥିଲା ପୁଞ୍ଜିଲାଲ୍ । ତଦନ୍ତ ବାଟବଣା ପାଇଁ ପୋଲିସକୁ ଚିଠି ଲେଖି ଧରାପଡ଼ିଥିଲା ପୁଞ୍ଜିଲାଲ୍ ।
ସନ୍ଦେହ ବଢ଼ାିଥିଲା ହାଇଫାଇ ଇଂରାଜୀ ଶବ୍ଦ, ଲଫାପା ଅଠାରୁ ମିଳିଲା କ୍ଲୁ ।
୨୦୧୮ ଫେବୃଆରୀ ୨୩ ତାରିଖରେ ଘଟିଥିଲା ପାର୍ସଏବୋମା ବିସ୍ଫୋରଣ ।