fbpx

ଲକ୍-ଡାଉନରେ କିପରି ଚାଲିଛି ଲୋକଙ୍କ ସେକ୍ସ ଲାଇଫ ? ଜାଣନ୍ତୁ ରିସର୍ଚ୍ଚରେ ହୋଇଥିବା ଖୁଲାସା

ଯଦି ଆପଣ ଭାବୁଛନ୍ତି ଯେ ଲକଡାଉନରେ ଦମ୍ପତିମାନେ ପରସ୍ପର ସହ ଅଧିକ ଉପଭୋଗ କରୁଛନ୍ତି ବା ବେଡରେ ଅଧିକ ସମୟ ବିତାଉଛନ୍ତି, ତେବେ ଆପଣ ସମ୍ପୂର୍ଣ୍ଣ ଭୁଲ ଭାବୁଛନ୍ତି । ନୂଆ ଅନୁସନ୍ଧାନରୁ ଜଣାପଡିଛି ଯେ, ଏହି କରୋନା ମହାମରୀ ସମୟରେ ୧୦ରୁ ୬ ଜଣ ଲୋକ ସେକ୍ସ ସମ୍ପର୍କରୁ ଦୂରେଇ ରହିଛନ୍ତି । ଏହି ଅଧ୍ୟୟନ ଦ ଜର୍ନଲ ଅଫ୍ ସେକ୍ସୁଆଲ ମେଡିସିନ ଦ୍ୱାରା ପ୍ରକାଶିତ ହୋଇଛି ।

ୟୁକେର ଏଙ୍ଗଲିୟା ରସ୍କିନ ବିଶ୍ୱବାଦ୍ୟାଳୟର ପ୍ରଫେସର ଡ଼ ଲି ସ୍ମିଥ ଓ ମାର୍କ ଟୁଲୀଙ୍କ ନେତୃତ୍ୱରେ ହୋଇଥିବା ଏହି ଅଧ୍ୟୟନ ଅନୁଯାୟୀ, ବ୍ରିଟେନରେ ୪୦% ଲୋକ ସପ୍ତାହରେ ଅତି କମରେ ଥରେ ସେକ୍ସ କରିଥାନ୍ତି । ଅଧ୍ୟୟନରେ କୁହାଯାଇଛି ଯେ, ମହାମାରୀ କାରଣରୁ ଲୋକମାନେ ଚାପ ବା ଅବସାଦ ଓ ଲକଡାଉନ କାରଣରୁ ଶାରୀରିକ ସମ୍ବନ୍ଧ ରଖିବାରେ ଅସମର୍ଥ ହେଉଛନ୍ତି ।

Get real time updates directly on you device, subscribe now.