fbpx

କାଲି ବାହାରିବ +୨ କଳା ରେଜଲ୍ଟ

Advertisement

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି +୨ କଳା ଓ ଧନ୍ଦାମୂଳକ ପରୀକ୍ଷାଫଳ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ-ସିଏଚଏସଇ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ରେଜଲ୍ଟ http://orissaresults.nic.in ୱେବସାଇଟରେ ଉପଲବ୍ଧ ହେବ । ତେବେ କଳାରେ ୨ ଲକ୍ଷ ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ହଜାର ପିଲା ପଞ୍ଜୀକୃତ କରିଥିଲେ । ପତ୍ର ବିନିମୟ ପାଠ୍ୟକ୍ରମରେ ୩ ହଜାର ପିଲା ମଧ୍ୟ ଆବେଦନ କରିଥିଲେ ।

Get real time updates directly on you device, subscribe now.