fbpx
BJD SKY
BJD SKY

ଲେହରେ ପହଞ୍ଚି ଯବାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

BJD

ନୂଆଦିଲ୍ଲୀ, ୩ା୭: ସୀମାରେ ଉତ୍ତେଜନା ଭିତରେ ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଲେହରେ ପହଞ୍ଚିଛନ୍ତି ସିଡ଼ିଏସ ଜେନେରାଲ ବିପିନ ରାୱତ । ଲେହର ନିମୁରେ ଆଇଟିବିପି ଯବାନଙ୍କୁ ମୋଦି ଭେଟିଛନ୍ତି । ସ୍ଥଳସେନା, ବାୟୁସେନାର ଯବାନଙ୍କୁ ମଧ୍ୟ ସେ ଭେଟିିଥିବା ନେଇ ସୂଚନା ମିଳିଛି । ବରିଷ୍ଠ ଅଧିକାରୀଙ୍କ ଠାରୁ ବର୍ତ୍ତମାନର ସ୍ଥିତି ମଧ୍ୟ ସେ ବୁଝିଛନ୍ତି । ଏଥିସହିତ ଗଲୱାନା ଘାଟିରେ ସଙ୍ଘର୍ଷରେ ଆହତ ହୋଇଥିବା ଯବାନମାନଙ୍କ ସହ ପ୍ରଧାନମନ୍ତ୍ରୀ ଭେଟିପାରନ୍ତି ବୋଲି ସୂଚନା ରହିଛି ।

Get real time updates directly on you device, subscribe now.