fbpx

ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ମୋଦୀ: ଦେଖନ୍ତୁ ଭାଇରାଲ Video

ନୂଆଦିଲ୍ଲୀ: ବିଜେପି କର୍ମୀଙ୍କ ପାଦ ଛୁଇଁଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୟୁପି ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ଗତକାଲି ଉନ୍ନାଓରେ ଏକ ସମାବେଶରେ ଯୋଗ ଦେଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ।

ସମାବେଶରେ ପ୍ରଧାନମନ୍ତ୍ରୀଙ୍କୁ ରାମଙ୍କ ମୂର୍ତ୍ତି ସ୍ଥାପନ କରିବା ସମୟରେ ବିଜେପି ନେତା ଅବଧେଶ କଟିୟାର ମୋଦିଙ୍କ ପାଦ ଛୁଇଁଥିବା ସମୟରେ ଏହାକୁ ବାରଣ କରି ନିଜେ ବିଜେପି ନେତାଙ୍କ ପାଦ ଛୁଇଁଥିଲେ ପ୍ରଧାନମନ୍ତ୍ରୀ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଚର୍ଚ୍ଚାର ବିଷୟ ହୋଇଛି

Get real time updates directly on you device, subscribe now.