fbpx

ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ପ୍ରଭାତ, କହିଲେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ବିମାନବନ୍ଦରର ନୂଆ ନିର୍ଦ୍ଦେଶକ ଭାବେ ଆଜି ଦାୟିତ୍ୱ ନେଇଛନ୍ତି ପ୍ରଭାତ ରଞ୍ଜନ ବେଉରିଆ । ଦାୟିତ୍ୱ ନେବା ପରେ ପ୍ରଭାତ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବାକି ଥିବା ବିକାଶମୂଳକ ଓ ନବୀକରଣ କାମ ତ୍ୱରାନ୍ୱିତ କରାଯିବ । ଅନ୍ତର୍ଜାତୀୟ ବିମାନ ସେବା ବୃଦ୍ଧି ପାଇଁ ଆଲୋଚନା ଚାଲିଛି । ଅଧିକ ବିମାନବନ୍ଦର ହେଲେ ଅର୍ଥନୀତି ଓ ପର୍ଯ୍ୟଟନ ବିକାଶ ହେବ ବୋଲି ପ୍ରଭାତ କହିଛନ୍ତି ।

Get real time updates directly on you device, subscribe now.