fbpx

ଭାରତର ଗଣତନ୍ତ୍ର ସବୁଠାରୁ ମଜଭୁତ: ମୋଦୀ

ନୂଆଦିଲ୍ଲୀ,୯ ।୧: ୧୬ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଆଜି ଉଦଘାଟିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏହା ପରେ ପ୍ରବାସୀ ଭାରତୀୟଙ୍କ ଉଦବୋଧନ ଦେଇ ମୋଦୀ କହିଛନ୍ତି ଯେ, ‘ଦେଶରେ ୨ଟି ‘ମେଡ୍ ଇନ୍ ଇଣ୍ଡିଆ’ ଟୀକା ହୋଇସାରିଛି । ଭାରତର ଟ୍ୟାକ୍ସ ସିଷ୍ଟମ ବିଶ୍ୱରେ ସବୁଠୁ ଆଗରେ ରହିଛି । ଭାରତର ଗଣତନ୍ତ୍ର ସବୁଠୁ ମଜଭୁତ ରହିଛି । ପ୍ରବାସୀ ଭାରତୀୟମାନେ ନିଜର କର୍ତ୍ତବ୍ୟ ପାଳନ କରିଛନ୍ତି । ଭାରତର ବିରୋଧରେ ସବୁ ଆଶଙ୍କା ଭୁଲ ସାବ୍ୟସ୍ତ ହୋଇଛି । କରୋନା କାଳରେ ଭାରତ ନିଜ ଶକ୍ତି ବଢାଇଛି ।’

Get real time updates directly on you device, subscribe now.