fbpx

୨୨ OPSଙ୍କୁ ପଦୋନ୍ନତି

ଭୁବନେଶ୍ୱର,୨୭ ।୭(ଓଡିଶା ଭାସ୍କର): କରୋନା ସଙ୍କଟ ସମୟରେ ରାଜ୍ୟର ୨୨ ଓଡିଶା ପୋଲିସ ସେବା ଅଧିକାରୀଙ୍କର ପଦୋନ୍ନତି ହୋଇଛି । ଉପଆରକ୍ଷୀ ଅଧୀକ୍ଷକ ପଦରୁ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଭାବେ ପଦୋନ୍ନତି କରାଯାଇଛି । ପଦୋନ୍ନତି ନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । କାର୍ଯ୍ୟସ୍ଥଳ ସର୍ମ୍ପକରେ ଡିଜି ଓ ଆଇଜି ନିର୍ଦ୍ଦେଶାନାମା ଜାରି କରିବେ ବୋଲି ଜଣାପଡିଛି ।

Get real time updates directly on you device, subscribe now.