fbpx

୧୦୪ ବର୍ଷ ବୟସରେ ସଂସ୍କୃତଜ୍ଞ ପ୍ରହ୍ଲାଦଚନ୍ଦ୍ରଙ୍କ ପରଲୋକ

କେନ୍ଦ୍ରାପଡ଼ା: ଗରଦପୁର ବ୍ଲକ ବଡ଼ବେତରା ଗ୍ରାମର ପ୍ରଖ୍ୟାତ ସଂସ୍କୃତଜ୍ଞ, କୁଦାନଗରୀ ହାଇସ୍କୁଲର ପ୍ରାକ୍ତନ ସଂସ୍କୃତ ଶିକ୍ଷକ ପଣ୍ଡିତ ପ୍ରହ୍ଲାଦଚନ୍ଦ୍ର ତ୍ରିପାଠୀଙ୍କର ୧୦୪ବର୍ଷ ବୟସରେ ପରଲୋକ । ସେ ଜଣେ ମିଷ୍ଟଭାଷୀ ପରୋପକାରୀ ଓ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ସଂସ୍କୃତ ଓ କର୍ମକାଣ୍ଡରେ ରହିଥିଲା ତାଙ୍କର ଅଗାଧ ପାଣ୍ଡିତ୍ୟ । ସମଗ୍ର କେନ୍ଦ୍ରାପଡ଼ା ଜିଲ୍ଲା ଜଣେ ଅସାଧାରଣ ସଂସ୍କୃତଜ୍ଞଙ୍କୁ ହରାଇଛି । ତାଙ୍କ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି ।

Get real time updates directly on you device, subscribe now.