fbpx

ପୁରୀ ଶ୍ରୀମନ୍ଦିର: ଆସନ୍ତାକାଲି ପୂର୍ବାହ୍ନ ୧୧ ଯାଏଁ ସାଧାରଣ ଦର୍ଶନ ବନ୍ଦ

Advertisement

ପୁରୀ: ଆସନ୍ତାକାଲି ଅର୍ଥାତ ଶୁକ୍ରବାର ଦିନ ୧୧ ଯାଏଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶକ ବନ୍ଦ ରହିବ । ସୂଚନାନୁଯାୟୀ, ସ୍ନାନ ପୂର୍ଣ୍ଣିମା ପାଇଁ ସେନାପଟା ଲାଗି ନୀତି ନିମନ୍ତେ ବନ୍ଦ ରହିବ ଦର୍ଶନ । ଆଜି ରାତି ୧୨ଟା ଠାରୁ କାଲି ଦିନ ୧୧ଟା ଯାଏଁ ଶ୍ରଦ୍ଧାଳୁମାନେ ଦର୍ଶନ କରିପାରିବେ ନାହିଁ । ତେବେ ଆସନ୍ତାକାଲି ଦିନ ୧୧ଟା ପରେ ଯେପରି ସାଧାରଣ ଦର୍ଶନ ହେଉଥିଲା ସେହିପରି ଜାରି ରହିବ । ୧୧ଟା ପରେ ସମସ୍ତେ ମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ।

Get real time updates directly on you device, subscribe now.