fbpx

ଫେସବୁକର କମାଲ୍: ୧୭ ବର୍ଷ ପରେ ଧରାପଡ଼ିଲା ଦୁଷ୍କର୍ମକାରୀ

Advertisement

ଇନ୍ଦୋର, ୨୦ା୩ : ୧୭ ବର୍ଷ ପୂର୍ବେ ଜଣେ ମହିଳା ଦୁଷ୍କର୍ମର ଶିକାର ହୋଇଥିଲେ । ତେବେ ସେତେବଳେ ସେ ଅଭିଯୁକ୍ତର ନାମ ଓ ଠିକଣା ସଠିକ ଭାବେ ଜାଣିନଥିଲେ । ତେଣୁ ଏ ବିଷୟରେ ମାମଲା ଦାୟର କରିପାରିନଥିଲେ । ତେବେ ଫେସବୁକରେ ମହିଳାଜଣକ ଅଭିଯୁକ୍ତର ପ୍ରୋଫାଇଲ ଦେଖି ତା’ର ନାମ, ଠିକଣା ଆଦି ଜାଣିପାରିଥିଲେ । ଫଳରେ ପୀଡ଼ିତା ୧୭ ବର୍ଷ ପରେ ମହିଳା ଥାନାରେ ମାମଲା ଦାୟର କରିଛନ୍ତି ।

Get real time updates directly on you device, subscribe now.