fbpx

ରଥଯାତ୍ରା ପ୍ରସ୍ତୁତି; ପୁରୀରେ ପହଂଚିଲା ୩ୟ ପର୍ଯ୍ୟାୟ ରଥକାଠ

ପୁରୀ: ଆସନ୍ତା ରଥଯାତ୍ରା ପାଇଁ ପ୍ରସ୍ତୁତ ହେଉଛି ପୁରୀ । ଭକ୍ତ ଓ ଭଗବାନଙ୍କ ମିଳନ ପାଇଁ ରଥ ନିର୍ମାଣ ପାଇଁ ଚାଲିଛି ପ୍ରସ୍ତୁତି । ଏହି କ୍ରମରେ ରଥଖଳାରେ ଆସି ପହଞ୍ଚିଛି ତୃତୀୟ ପର୍ଯ୍ୟାୟ ରଥକାଠ । ୨୩ ଫୁଟିଆ ଅସନ, ୪୦ ଫୁଟିଆ ଧଉରା ରଥଖଳାରେ ପହଂଚିଛି । ନୟାଗଡ଼ ମହିପୁର ଅଂଚଳରୁ ଆସିଛି ୨୫ଟି ରଥକାଠ । ରଥର ଗୟଳ, ଅଖ ଓ ଦଣ୍ଡା କାର୍ଯ୍ୟରେ ଲାଗିବ ରଥକାଠ ।

Get real time updates directly on you device, subscribe now.