fbpx

ପିତୃ ହତ୍ୟାର ପ୍ରତିଶୋଧ: ନିଜ ମାଆକୁ ଫାଶୀରେ ଝୁଲାଇଲା ଝିଅ

ତେହେରାନ୍, ୨୬ା୩: ପିତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଜଣେ ଝିଅ ନିଜ ମାଆଙ୍କୁ ଫାଶୀରେ ଝୁଲାଇଛି । ନିଜ ପିତାଙ୍କୁ ହତ୍ୟା କରିଥିବାରୁ ସେ ତାଙ୍କ ମାଆଙ୍କୁ କ୍ଷମା କରିନଥିଲେ । ଇରାନ ଆଇନ ଅନୁଯାୟୀ, ସମସ୍ତ ହତ୍ୟା ପାଇଁ ଗୋଟିଏ ଆଇନ ରହିଛି । କୌଣସି ଅଭିଯୁକ୍ତଙ୍କୁ ଫାଶୀ ଦେବା ପୂର୍ବରୁ ପୀଡ଼ିତଙ୍କ ସମ୍ପର୍କୀୟ ଉପସ୍ଥିତ ରହିଥାନ୍ତି । ଏହି ଆଇନ ବଳରେ ୧୫ ବର୍ଷର ଯୁବକ ଯୁବତୀଙ୍କୁ ମଧ୍ୟ ଫାଶୀ ଦିଆଯାଇଥାଏ ।

Get real time updates directly on you device, subscribe now.