fbpx
BJD SKY
BJD SKY

ଭାରତୀୟ ମହିଳା ଟିମ୍‌କୁ ସାନ୍ତନା ଦେଲେ ସଚିନ୍, ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା ଜାରି ରଖ

BJD

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟରଙ୍କୁ ତେନ୍ଦୁଲକରଙ୍କ ସାନ୍ତନା । ମହିଳା ବିଶ୍ୱକପରେ ମହିଳା ଦଳ ହାରିଯାଇଥିବା ବେଳେ ଆଗାମୀ ସମୟରେ ଭଲ ପ୍ରଦର୍ଶନ କରିବାକୁ ତେନ୍ଦୁଲକର ଉତ୍ସାହ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ମହିଳା ବିଶ୍ୱକପ୍‌ରେ ହାରି ଭାରତ ଶୀଘ୍ର ବିଦାୟ ଦେଇଥିବା ସେମି ଫାଇନାଲ ଖେଳିବାରୁ ବଞ୍ଚିତ ହେବା କାରଣରୁ ଭାରତୀୟ ମହିଳା ଦୁଃଖରେ ଭାଙ୍ଗି ଡ଼ିଛନ୍ତି । ତେଣୁ ମନବଳ ଦୃଢ଼ କରି ଭଲ ଖେଳିବା ସକାସେ ସମସ୍ତେ ଚେଷ୍ଟା କରିବା ଦରକାର । କାରଣ ଆଗକୁ ଆହୁରି ବଡ଼ ଟୁର୍ଣ୍ଣାମେଣ୍ଟ ଖେଳିବା କାର୍ଯ୍ୟକ୍ରମ ରହିଛି । ତେଣୁ ଆଜିଠାରୁ ଜୋରଦାର ପ୍ରସ୍ତୁତି କରିପାରିଲେ ଭବିଷ୍ୟତରେ ପୁଣି ସଫଳ ହୋଇପାରିବେ ବୋଲି ଭାରତୀୟ ମହିଳା ଦଳକୁ ତେନ୍ଦୁଲକର ଆଶ୍ୱାସନାବାଣୀ ଶୁଣାଇଛନ୍ତି ।

Get real time updates directly on you device, subscribe now.