fbpx

ହଟ୍ ଗାର୍ଲମାନଙ୍କ ସହ ନାଇଟ୍ ପାର୍ଟୀରେ ଅଭିନେତା ସୈଫଙ୍କ ପୁଅ: ସାମ୍ନାକୁ ଆସିଲା Video

ମୁମ୍ବାଇ: ବି-ଟାଉନ୍ ପାର୍ଟୀଗୁଡିକ ପ୍ରସିଦ୍ଧ ହୋଇଥିବା ବେଳେ ସେଲିବ୍ରିଟଙ୍କ ସହ ସେମାନଙ୍କ ପିଲାମାନେ ମଧ୍ୟ ଏହାର ଉପଭୋଗ କରୁଛନ୍ତି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସୈଫ ଅଲ୍ଲୀ ଖାନ ଓ ଅମୃତା ସିଂହଙ୍କ ପୁଅ ଇବ୍ରାହିମଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ଓ ସୋହେଲ-ସୀମା ବିଳମ୍ବିତ ରାତିରେ ପାର୍ଟୀ କରିବାକୁ ବାହାରୁଥିବା ଦେଖିବାକୁ ମିଳିଛି ।

ସାମ୍ନାକୁ ଆସିଥିବା ଭିଡିଓରେ ଇବ୍ରାହିମ ଓ ନିର୍ବାନ ଖାନ୍ ନିଜର ଅନେକ ସାଙ୍ଗମାନଙ୍କ ସହ ନଜର ଆସିଛନ୍ତି । ଏହି ସମୟରେ ତାଙ୍କ ସାଙ୍ଗମାନଙ୍କୁ ମଧ୍ୟ ଅନେକ ଲୁକରେ ଦେଖିବାକୁ ମିଳିଛି । ଏପରି ପରିସ୍ଥିତିରେ ଇବ୍ରାହିମ୍ ଓ ନିର୍ବାନଙ୍କ ସାଙ୍ଗମାନଙ୍କର ହଟ୍ ଲୁକକୁ ନେଇ ଏବେ ଚର୍ଚ୍ଚା ଚାଲିଛି । ତେବେ ଉଭୟଙ୍କର ପିଲାଦିନରୁ ଅନେକ ସାଙ୍ଗ ଥିବା ବେଳେ ପ୍ରାୟତଃ ସେମାନଙ୍କ ଫଟୋ ଏକାଠି ଆସୁଥିବା ଦେଖିବାକୁ ମିଳେ ।

Get real time updates directly on you device, subscribe now.