ଜଳବାୟୁ ପରିବର୍ତ୍ତନ ବ୍ୟକ୍ତିର ମନୋବଳ ଓ ନୈତିକ ଚିନ୍ତାଧାରକୁ ପ୍ରଭାବିତ କରିପାରେ

କାନାଡା: ନୈତିକ ମୂଲ୍ୟବୋଧ ହେଉଛି ଆଦର୍ଶ ଯାହା ବ୍ୟକ୍ତିକୁ ଭଲ ମନ୍ଦ, ଭୁଲ ଠିକ ମଧ୍ୟରେ ପ୍ରଭେଦ ବୁଝାଏ । ଏହା ମଣିଷର ରାଜନୈତିକ ଆଦର୍ଶ, ଆଦର୍ଶବୋଧ, ବୌଦ୍ଧିକ ବିଚାରଧାରା ଓ କାମକୁ ଦିଗ ଦେଇଥାଏ । ଏହା ଦର୍ଶାଇଥାଏ କି, ମଣିଷର ନୈତିକ ମୂଲ୍ୟବୋଧ ସମୟ, ପରିସ୍ଥିତିରେ ସ୍ଥିର ଓ କେତେକ କ୍ଷେତ୍ରରେ ତାହା ମଧ୍ୟ ହୋଇଥାଏ, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ ନୁହେଁ । ନୈତିକ ମୂଲ୍ୟ ନମନୀୟ ଓ ବିଭିନ୍ନ ସ୍ଥିତିରେ ସୃଷ୍ଟି ହେଉଥିବା ନିର୍ଦ୍ଦିଷ୍ଟ ଚିନ୍ତାଧାରା, ଭାବନା ଓ ପ୍ରେରଣା ଦ୍ୱାରା ମଧ୍ୟ ସମୟ ସମୟରେ ପରିବର୍ତ୍ତନୀୟ ।

ତେବେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ନୈତିକ ମୂଲ୍ୟବୋଧରେ ପରିବର୍ତ୍ତନ ହୋଇଥାଏ ବା ନାହିଁ, ତାକୁ ନେଇ ହୋଇଥିବା ଗବେଷଣା କଣ କହୁଛି?

ଜଳବାୟୁ ପରିବର୍ତ୍ତନର ମାନେ ନୁହେଁ ଖାଲି ପାଣିପାଗରେ ବରିବର୍ତ୍ତନ, ପରନ୍ତୁ ଆମ ଆଖପାଖ ଓ ଜୀବନ ଧାରାକୁ ମଧ୍ୟ ବୁଝାଏ । ଯେମିତ କି, ବସନ୍ତରେ ସାଫସଫାଇ, ଗ୍ରୀଷ୍ମରେ ପରିବାର ସହ ଅଧିକ ସମୟ ଅତିବାହିତ କରିବା, ଶରତରେ ସ୍କୁଲ ପରେ ବଜାର ଘାଟ, ଶୀତ ଛୁଟି ପାଇଁ ପ୍ରସ୍ତୁତି ରହିଛି ।

ଫଳ ସ୍ୱରୂପ, ପାଣିପାଗରେ ପରିବର୍ତ୍ତନ ପାଇଁ ବ୍ୟକ୍ତିର ଭାବନା, ଅନୁଭବକୁ ପ୍ରଭାବିତ କରିଥାଏ । ଅନେକ ଜାଣନ୍ତି, ପାଣିପାଗରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ଲୋକଙ୍କ ମୁଡକୁ ପ୍ରଭାବିତ କରେ, କିନ୍ତୁ ସେମିତି ଅଧିକ ପ୍ରଭାବ ନ ଥାଏ । ମନସ୍ତତ୍ୱିକ ଗବେଷଣାରୁ ଜଣାପଡିଛି, ଧ୍ୟାନ, ସ୍ମୃତି, ଉଦାରତା, ରଙ୍ଗ ପ୍ରତି ଦୂର୍ବଳତା ଓ ଅନ୍ୟାନ୍ୟ ଜିନିଷକୁ ପ୍ରଭାବିତ କରିପାରେ ।

ବର୍ତ୍ତମାନର ଗବେଷଣା କହୁଛି କି, ଗବେଷଣାରେ ୫ ଟି ମୂଳ ନୀତିକୁ ଆଧାର କରାଯାଇଥିଲା, ଯାହା ପୂର୍ବ ଗବେଷଣା ମୌଳିକ ମୂଲ୍ୟବୋଧ ବୋଲି ଧରିନେଇଥିଲା । ସେଥିରୁ ଦୁଇଟି ମୂଲ୍ୟବୋଧ ଆଦୌ ଅନ୍ୟମାନଙ୍କୁ ଆଘାତ କରନାହିଁ କି ସମସ୍ତଙ୍କ ସହ ଉତ୍ତମ ବ୍ୟବହାର ରଖ । ବ୍ୟକ୍ତିଗତ ଅଧିିକାର ସହ ଜଡିତ ଓ ବ୍ୟକ୍ତି କୈନ୍ଦିକ ମୂଲ୍ୟବୋଧ ଆଧାରିତ ।

ଅନ୍ୟ ତିନୋଟି ନୀତି- ଗୋଟିଏ ଗୋଷ୍ଠୀ ପ୍ରତି ବିଶ୍ୱସନୀୟତା ରକ୍ଷା କରିବା, କର୍ତ୍ତୃପକ୍ଷଙ୍କୁ ସମ୍ମାନ ଓ ଗୋଷ୍ଠୀର ସମନ୍ୱୟ ରକ୍ଷା କରିବା । ଅଧିକାଂଶ ଲୋକ ଏହି ସମସ୍ତ ମୂଲ୍ୟବୋଧକୁ ସମର୍ଥନ କରନ୍ତି, କିନ୍ତୁ, ପ୍ରାଥମିକତା ଦେଇ ଗ୍ରହଣ କରିବାର ଦିନ ଭିନ୍ନ । ବ୍ୟକ୍ତିଗତ ମୂଲ୍ୟବୋଧକୁ ପ୍ରାଧାନ୍ୟ ଦେଉଥିବା ବ୍ୟକ୍ତି ଅଧିକ ରାଜନୈତିକ ଭାବେ ଉଦାରବାଦୀ, ଯେଉଁମାନେ ବାଧ୍ୟତାମୂଳକ ମୂଲ୍ୟକୁ ପ୍ରାଧାନ୍ୟ ଦିଅନ୍ତି, ସେମାନେ ଅଧିକ ରକ୍ଷଣଶୀଳ, ଓ ଅଧିକ କଠୋରପନ୍ଥୀ ।

ଆହରି ମୂଳ ନୈତିକ ମୂଲ୍ୟବୋଧ ସମର୍ଥନକୁ ନେଇ ହୋଇଥିବା ଗବେଷଣା ପାଇଁ ବ୍ୟକ୍ତିଙ୍କ ମୋରାଲ୍ସକୁ ନେଇ ତଥ୍ୟ ସଂଗ୍ରହ କରାଯାଇଛି । ଏକ ୱେବସାଇଟ ଦ୍ୱାରା ପରୀକ୍ଷା କରାଯାଇଥିଲା । ବିଶ୍ଳେଷଣ ୨୦୧୧- ୨୦ ମଧ୍ୟରେ ଆମେରିକାର ୨ଲକ୍ଷ ୩୨ ହଜାର ୯୭୫ ଲୋକଙ୍କୁ ନେଇ ପ୍ରସ୍ତୁତ ହୋଇଥିଲା । ତେବେ ଏଥିରୁ ଆମେରିକୀୟଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନକୁ ନେଇ ବ୍ୟକ୍ତିଗତ ନୀତିରେ କୌଣସି ପରିବରର୍ତନ ଦେଖିବାକୁ ମିଳିନଥିଲେ । କିନ୍ତୁ ଅନ୍ୟ ତିନୋଟି ମୂଲ୍ୟବୋଧରେ ସ୍ଥିରତା ଦେକିବାକୁ ମିଳିଥିଲା ।

ଆମେରିକାରେ ଋତୁଚକ୍ର ଦୁଇପ୍ରକାର ଥିଲା, ଦୁଇଟି ଶିଖର ଓ ଦୁଇଟି ଉପତ୍ୟକା । ଆମେରିକୀୟମାନେ ବାଧ୍ୟତାମୂଳକ ନୈତିକ ମୂଲ୍ୟବୋଧକୁ ସମର୍ଥନ କରିଥିଲେ । ନୈତିକ ମୂଲ୍ୟବୋଧକୁ ବାନ୍ଧିବାରେ ଋତୁଚକ୍ର ଆମେରିକା ପାଇଁ ସ୍ୱତନ୍ତ୍ର ନୁହେଁ । କାନାଡା ଓ ଅଷ୍ଟ୍ରେଲିଆରେ ତଥ୍ୟ ଉପରେ ଅତିରିକ୍ତ ବିଶ୍ଳେଷଣରେ ସମାନ ଢାଞ୍ଚା ପ୍ରକାଶ ପାଇଲା- ଉଭୟ ଦେଶର ଲୋକମାନେ ନୈତିକ ମୂଲ୍ୟବୋଧକୁ ସମର୍ଥନ କରିଥିଲେ ଓ ଗ୍ରୀଷ୍ମର ମଧ୍ୟ ଓ ଶୀତ ମଧ୍ୟଭାଗରେ ସର୍ବନିମ୍ନ ସମର୍ଥନ ଦେଖାଇଥିଲେ ।
ନୈତିକ ମୂଲ୍ୟବୋଧକୁ ଲୋକମାନଙ୍କର ଅନୁମୋଦନ କରିବାରେ ଏହି ଋତୁଚକ୍ରକୁ କଣ ବ୍ୟାଖ୍ୟା କରିପା୍େୟ ଗୋଟିଏ ସମ୍ଭାବନା ହେଉଛି ବିପଦର ଧାରଣା ସହିତ ଏହାକ କିଛି ସମ୍ପର୍କ ଅଛି, ଯାହା ଲୋକଙ୍କୁ ଏକ ଗୋଷ୍ଠୀ ମଧ୍ୟରେ କିଛି ପଦବୀ ପାଇଁ ଉସ୍ଥାହିତ କରେ । ପୂର୍ବ ଅନୁସନ୍ଧାନ ଏହାକୁ ନୈତିକ ମୂଲ୍ୟବୋଧର ବାଧ୍ୟବାଦକତାକୁ ସମର୍ଥନ ସହିତ ଜୋଡିଛି ।
ଏହି ଧାରଣାକୁ ପରୀକ୍ଷା କରିବା ପାଇଁ ଭୟର ଆକଳନ ସହ ଜଡିତ, ଯାହା ଚିନ୍ତା ପାଇଁ ସମ୍ଭବ ହୋଇଥାଏ । ଫଳାଫଳ ପ୍ରକାଶ କରିଛି କି, ଆମେରିକୀୟଙ୍କ ଚିନ୍ତା ସମ୍ପର୍କିତ ।ତ୍ମ ରିପୋର୍ଟ ଦର୍ଶାଇଥିଲା କି, ଦ୍ୱିମାସିକ ଋତୁଚକ୍ରକୁ ନେଇ ୧୦ ବର୍ଷରେ ହୋଇଥିଲା । ଯାହା ଅନଲାଇନ ମିଳୁଛି । କିନ୍ତୁ ଏଥିରୁ ଏକ ନୂଆ ପ୍ରଶ୍ନ ସୃଷ୍ଟି ହୋଇଥିଲା କି, ଚିନ୍ତା ଉପରେ ଋତୁଚକ୍ରର ପ୍ରଭାବ କିପରି ବ୍ୟାଖ୍ୟା କରାଯିବ? ଯଦିଓ କେବଳ େନୈତିକ ମୂଲ୍ୟବୋଧ ଉପରେ ଆମର ବିଶ୍ଳେଷଣ କରାଯାଇଥିଲା ଏହା ଏକ ଚିତାକର୍ଷକ ତଥ୍ୟ ସାମ୍ନାକୁ ଆଣିଥିଲା । ଆମେରିକୀୟଙ୍କ ମଧ୍ୟରେ ବାଧ୍ୟବାଧ୍ୟକତାକୁ ନେଇ ହୋଇଥିବା ବିଶ୍ଲେଷଣ ଗ୍ରୀଷ୍ମରେ ଚିନ୍ତାଧାରାରେ ପରିବର୍ତ୍ତନକୁ ବ୍ୟପକ କରିଥିଲା । ଅର୍ଥାତ୍ ଗ୍ରୀଷ୍ମର ପ୍ରଭାବ ଅମେରିକାବାସୀଙ୍କ ଉପରେ ମଧ୍ୟ ପ୍ରଭାବ ପକାଉଛି ।
ତେବେ ନୈତିକ ମୂଲ୍ୟବୋଧ ବାଧ୍ୟବାଧ୍ୟକତା ସ୍ଥିତିରେ ଋତୁଚକ୍ରର ପ୍ରଭାବ ଜୀବନକୁ ଖରାପ ବା ଭଲ କରିପାରେ । ଗୋଷ୍ଠୀ ମାଧ୍ୟମରେ ନୈତିକ ମୂଲ୍ୟବୋଧକୁ ବାନ୍ଧିବା ଏକତା, ସମାନତା ଓ ସହଯୋଗକୁ ପ୍ରୋତ୍ସାହିତ କରେ, ସଙ୍କଟର ମୁକାବିଲା କ୍ଷେତ୍ରରେ ଉପକାରୀ ହୋଇପାରେ । ଅର୍ଥ ଗ୍ରୀଷ୍ମ ଓ ଶୀତରେ ଦେଖାଦେଉଥିବା ସମସ୍ୟା ତୁଳନାରେ ଲୋକେ ବସନ୍ତ ଓ ଶରତରେ ଭଲ ମୁକାବିଲା କରି ପାରନ୍ତି ।