fbpx

ବିବାହିତ ମହିଳାଙ୍କର ଏହି ସବୁ ଦେଖି ତାଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ଯୁବକ, ଆପଣ ଆକର୍ଷିତ ହେଉଛନ୍ତି କି?

ଓଡିଶା ଭାସ୍କର: ବାହାଘର ଗୋଟେ ପବିତ୍ର ସମ୍ପର୍କ । ଏହାକୁ ମୂଳରୁ ମଜବୁତ ରଖିବା ପାଇଁ ଓ ଏହା ମଧ୍ୟରେ ପ୍ରେମ ବଢ଼ାଇ ରଖିବା ପାଇଁ ଦୁହେଁ ଦୁହିଁଙ୍କ ପ୍ରତି ଭରସା ରଖିବା ନିହାତି ଦରକାର । କିନ୍ତୁ ଆଜିକାଲି ସମାଜରେ ଯୁବକମାନେ କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାଙ୍କ ପ୍ରତି ଅଧିକ ଆକର୍ଷିତ ହେବାରେ ଲାଗିଛନ୍ତି । ଏହାର ଅନେକ କାରଣ ରହିଛି । ଯଦି ଆପଣ ଏହାର କାରଣ ଜାଣିବାକୁ ଚାହୁଁଛନ୍ତି, ତେବେ ଆଗକୁ ପଢନ୍ତୁ ।

  • କୁମାରୀ ଝିଅମାନଙ୍କ ଅପେକ୍ଷା ବିବାହିତ ମହିଳାମାନେ ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି । ଏହି କାରଣରୁ ପୁଅମାନେ ସେମାନଙ୍କ ପ୍ରତି ଅଧିକ ଆକର୍ଷଣ ହୋଇଥାନ୍ତି । ଏହି ମହିଳାମାନେ ପୁରୁଷମାନଙ୍କ ଚିନ୍ତାଧାରାକୁ ଭଲ ଭାବରେ ବୁଝିପାରନ୍ତି । ଏହି କାରଣରୁ ବିବାହିତ ମହିଳାମାନେ କୁମାରୀ ଝିଅ ମାନଙ୍କ ଅପେକ୍ଷା ଅଧିକ ଆତ୍ମବିଶ୍ୱାସୀ ହୋଇଥାନ୍ତି।
  • ବିବାହ ପରେ ମହିଳାମାନଙ୍କ ହରମୋନ୍ ପରିବର୍ତ୍ତନ ହୋଇଥାଏ, ଯେଉଁ କାରଣରୁ ସେମାନଙ୍କ ତ୍ୱଚାରେ ଅଧିକ ଚମକ ଆସିଥାଏ । ଏହା ବ୍ୟତିତ ବାହାଘର ପରେ ମହିଳାମାନେ ଅଧିକ ଖୁସି ରୁହନ୍ତି ଓ ସେମାନଙ୍କ ଚେହେରାରେ ଅଧିକ ଗ୍ଲୋ ଆସିଥାଏ ।
  • ମହିଳାମାନେ ବାହାଘର ପରେ ନିଜର ଅଧିକ ଯତ୍ନ ନେଇଥାନ୍ତି । ଘର ଓ ବାହାର କାମ ଠିକ୍ ଭାବରେ କରିବା ସହ ସେମାନଙ୍କର ସ୍ୱାଭବ ମଧ୍ୟ ସରଳ ହୋଇଥାଏ । ଏହା ବ୍ୟତିତ ସେ ସବୁକାମ ପରିଷ୍କାର ଭାବରେ କରିଥାନ୍ତି, ଯାହାଦ୍ୱାରା ସାମ୍ନାରେ ଥିବା ବ୍ୟକ୍ତି କୌଣସି ଭୁଲ ବାହାର ନକରିପାରିବ।

ତେବେ ଏହି ସରଳତା, ସୌନ୍ଦର୍ୟ୍ୟତା ଓ ଭାବନାକୁ ନେଇ ଅବିବାହିତ ଯୁବକ ମାନେ ବିବାହିତ ମହିଳାଙ୍କ ପ୍ରେମରେ ପଡ଼ିଥା’ନ୍ତି । ଏହା ପରେ ସେ ଉକ୍ତ ମହିଳାଙ୍କୁ ନିଜର କରିବାକୁ ଯାଇ ତାଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଥାନ୍ତି । ଯେଉଁ କାରଣରୁ ଆଜିକାଲି ପରକ୍ରିୟାପ୍ରୀତି ମାମଲା ବୃଦ୍ଧି ପାଇବାରେ ଲାଗିଛି।

 

Get real time updates directly on you device, subscribe now.