fbpx

VIDEO: ଶାଳୀର ନାଚ ଦେଖି ରହିପାରିଲାନି ଭିଣୋଇ, ଲଜ୍ଜା ନକରି ଏପରି କାଣ୍ଡ କଲେ ଷ୍ଟେଜ ଉପରେ, କନିଆ ଦେଖି ଆଶ୍ଚର୍ଯ୍ୟ

Advertisement

ପରିବାରରେ ଏପରି ସଂପର୍କ ଅଛି ଯାହା ସଂପୂର୍ଣ୍ଣ କୌତୁହଳ ପୂର୍ଣ୍ଣ ତଥା ହାସ୍ୟମୟ । ଯେପରି ଦିଅର-ଭାଉଜ, ଶାଳୀ ଭିଣୋଇ ପରି ସଂପର୍କ । ଭିଣୋଇ ଏବଂ ଶାଳୀ ବହୁତ ମଜା କରନ୍ତି ଏବଂ ଯେତେବେଳେ ମୌକା ମିଳେ ସେତେବେଳେ ୨ଜଣ ୨ଜଣଙ୍କ ଗୋଡ଼ ଟାଣିବାକୁ ମଧ୍ୟ ପଛାନ୍ତି ନାହିଁ । ବିବାହରେ ମଧ୍ୟ ଏପରି ସମାନ ଦୃଶ୍ୟ ଦେଖିବାକୁ ମିଳିଥାଏ । କହିବାକୁ ଗଲେ ଗାଁ ମାନଙ୍କରେ ଶାଳୀ ଏବଂ ଭିଣୋଇଙ୍କ ମଜାମସ୍ତି ପ୍ରୟତଃ ଦେଖିବାକୁ ମିଳିଥାଏ । ତେବେ ସୋସିଆଲ ମିଡ଼ିଆରେ ଏପରି ଏକ ବିବାହର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଭିଡ଼ିଓରେ ଦେଖାଯାଉଛି ଯେ, ବିବାହରେ ବର-କନିଆ ଷ୍ଟେଜରେ ବସିଛନ୍ତି । ହଠାତ ଶାଳୀ ଆସି ନାଚିବାକୁ ଆରମ୍ଭ କରିଥିଲା ।

ଇଣ୍ଟରନେଟ ଭାଇରାଲ ଭିଡ଼ିଓରେ ଆପଣ ଦେଖିପାରୁଥିବେ ଯେ, ବର କନିଆ ବସିଛନ୍ତି ଷ୍ଟେଜ ଉପରେ ଏବଂ ତଳେ ଅନେକ ଲୋକେ ଭିଡ଼ିଓ ବନାଉଛନ୍ତି । ହଠାତ ଶାଳୀ ଷ୍ଟେଜ ଉପରକୁ ଆସି ବର ପାଇଁ ଏକ ଦମଦାର ନାଚ ପରିବେଶଣ କଲା । ସେ ଭୋଜପୁରୀ ଗୀତ ‘ ବୁଲେଟ ପର ଜିଜା’ ଗୀତରେ ଧମାଲ କରି ନାଚୁଥିଲେ । ଭିଣୋଇ ଏହାର ଜବାଦ ଦେଇ ନାଚିବାକୁ ଆରମ୍ଭ କରିଥିଲେ । ଏହା ପରେ ମାହୋଲ ଗରମ ହେବାକୁ ଲାଗିଲା । ସମସ୍ତେ ଉତ୍ସାହର ସହ ଏହାର ଭିଡ଼ିଓ ବନାଉଥିଲେ ଏବଂ ମଜା ମଧ୍ୟ ନେଉଥିଲେ ।

ଏପରି ନାଚ ଦେଖି କନିଆ ଚୁପଚାପ ସୋଫା ଉପରେ ବସି ୨ଜଣଙ୍କୁ ଦେଖୁଥିଲା । ଏହି ପୂରା ଭିଡ଼ିଓ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓକୁ ଲୋକେ ବହୁତ ପସନ୍ଦ କରୁଛନ୍ତି । ଭିଡ଼ିଓକୁ ଇନଷ୍ଟାଗ୍ରାମର ravi__kumar_rkg ନାମିତ ଆକାଉଣ୍ଟରେ ଛଡ଼ା ଯାଇଛି । ଏକ ଲକ୍ଷରୁ ଅଧିକ ଲୋକ ଏହି ଭିଡ଼ିଓ ଦେଖି ଲାଇକ ଦେଇଛନ୍ତି ।

 

View this post on Instagram

 

A post shared by Ravi Kumar (@ravi__kumar_rkg)

Get real time updates directly on you device, subscribe now.