fbpx

ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭେ

ଭୁବନେଶ୍ୱର,୧୬ ।୧୦(ଓଡିଶା ଭାସ୍କର): ଆଜିଠାରୁ ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭେଲାନ୍ସ । ଆରଏମଆରସି ସହାୟତାରେ ବିଏମସି ପକ୍ଷରୁ ଚାଲିଛି ଏହି ସେରୋ ସର୍ଭେଲାନ୍ସ । ଆଜିଠାରୁ ୧୮ ତାରିଖ ଯାଏଁ ଏହା ଚାଲିବ । ଭୁବନେଶ୍ୱରର ୨୫ ୱାର୍ଡରେ ସେରୋ ସର୍ଭେ ହେବ । ପ୍ରାୟ ୧୫୦୦ ଲୋକଙ୍କଠାରୁ ନମୁନା ଓ ତଥ୍ୟ ସଂଗ୍ରହ କରାଯିବ । ଭୁବନେଶ୍ୱରରେ ଏବେ ଦିନକୁ ୪ ହଜାର ନମୁନା ପରୀକ୍ଷା ହଉଛି ।

Get real time updates directly on you device, subscribe now.