fbpx

୧୨ଜିଲ୍ଳାରେ ଆରମ୍ଭ ହେବ ସେରୋ ସର୍ଭେ, ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ସର୍ଭେକ୍ଷଣ ହେବ

ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍):ଓଡ଼ିଶାରେ ଆଜିଠୁ ଆରମ୍ଭ ହେବ ସେରୋଲୋଜିକାଲ ସର୍ଭେ । ୧୨ ଜିଲ୍ଲାରେ ସର୍ଭେ ହେବାକୁ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ଆରମ୍ଭ ହେବ । ପରେ ସମ୍ବଲପୁର, ଖୋର୍ଦ୍ଧା, ପୁରୀ, ଯାଜପୁର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ ଓ ନବରଙ୍ଗପୁର ଜିଲ୍ଲାରେ ସର୍ଭେକ୍ଷଣ ହେବ । ସେପ୍‌ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ । ପରେ ରିପୋର୍ଟ ସରକାରଙ୍କୁ ଦିଆଯିବ ବାେଲି ସୂଚନା ମିଳିଛି।

Get real time updates directly on you device, subscribe now.