fbpx

ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ

ଭୁବନେଶ୍ବର: (ଓଡ଼ିଶା ଭାସ୍କର) ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ହେବାକୁ ଯାଉଛି । ଅକ୍ଟୋବର ମାସ ପର୍ଯ୍ୟନ୍ତ ବନ୍ଦ ନେଇ ବନବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯିବା ନେଇ ଏପରି ପଦକ୍ଷେପ ନିଆ ଯାଇଛି ।

ତେବେ ପରବର୍ତ୍ତୀ ସମୟରେ ବର୍ଷାର ସ୍ଥିତି ଦେଖି ଖୋଲାଯିବା ଉପରେ ପଦକ୍ଷେପ ନେଇ ପାରନ୍ତି କର୍ତ୍ତୃପକ୍ଷ ।

Get real time updates directly on you device, subscribe now.