fbpx

ପରୀ ହତ୍ୟା ମାମଲା: SIT ପକ୍ଷରୁ ସତ୍ୟପାଠ ଦାଖଲ

କଟକ  ,16/12: ହାଇକୋର୍ଟରେ ନୟାଗଡ଼ ପରୀ ହତ୍ୟା ମାମଲା ରେ ସତ୍ୟପାଠ ଦାଖଲ କରିଛି SIT । ବନ୍ଦ ଲଫାପା ରେ ସତ୍ୟପାଠ ଦାଖଲ କଲା SIT ।ସତ୍ୟପାଠ ମାଧ୍ୟମ ରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କଲା SIT  । ଆସନ୍ତା 24 ରେ ହେବ ପରବର୍ତ୍ତୀ ଶୁଣାଣି।

Get real time updates directly on you device, subscribe now.