fbpx

ଉତକ୍ଷେପଣ ହେଲା SMART

ନୂଆଦିଲ୍ଲୀ,୫ ।୧୦; ଆଜି ଉତକ୍ଷେପଣ ହୋଇଛି ହାଇବ୍ରିଡ ୱେପନ ସିଷ୍ଟମ SMART ଅର୍ଥାତ୍ ସୁପରସୋନିକ ମିଜାଇଲ ଆସିସଷ୍ଟେଡ ରିଲିଜ ଅଫ ଟୋରପେଡୋ । ଦିନ ୧୧ଟା ୪୫ରେ ଅବଦୁଲ କାଲାମ ଦ୍ୱୀପରୁ ଏହାକୁ ଉତକ୍ଷେପଣ କରାଯାଇଛି । ସବ ମେରାଇନରୁ ମିସାଇଲ ଉତକ୍ଷେପଣରେ ଏହା ହେବ ଗେମ ଚେଞ୍ଜର । ଡିଆରଡିଓର ସଫଳତା ନେଇ ଶୁଭେଚ୍ଛା ଜଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

Get real time updates directly on you device, subscribe now.