3 ଦିନିଆ ଟ୍ରାନଜିଟ ରିମାଣ୍ଡରେ ସୋନମ

ମେଘାଳୟ: ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲାରେ ସ୍ବାମୀହନ୍ତା ସୋନମଙ୍କୁ 3 ଦିନିଆ ଟ୍ରାନଜିଟ ରିମାଣ୍ଡରେ ନେଇଛି ମେଘାଳୟ ପୋଲିସ। ସେଠାକୁ ନେଇ ପୋଲିସ ସୋନମକୁ ପଚରା ଉଚରା କରିବା ସହ ୟୁପି ଗାଜିପୁରରୁ ସିଲଂ ଯାଏଁ ପୋଲିସର ତନାଘନା ଜାରି।

ବହୁ ଚର୍ଚ୍ଚିତ ରାଜା ରଘୁବଂଶୀ ହତ୍ୟା ମାମଲା କଥା ତ ଆମେ ସମସ୍ତେ ଜାଣିଛେ। ପ୍ରେମିକ ସହ ମିଶି ସ୍ୱାମୀକୁ ମାରିବା ପାଇଁ ଷଡଯନ୍ତ୍ର ରଚିଥିଲା ସୋନାମ।

ତା ପରେ ଫେରାର ହୋଇ ୟୁପିର ଗାଜିପୁରରେ ପହଞ୍ଚିଥିଲା, ସେଠାରେ ପୋଲିସ ତାକୁ ଧରିଥିଲା। ପୋଲିସ ତାକୁ ଧରି ଗିରଫ କରିବା ପରେ ଟ୍ରାନଜିଟ ରିମାଣ୍ଡରେ ନେଇ ପଚରାଉଚରା ପଚାର ଉଚରା କରିବ।