ନୂଆଦିଲ୍ଲୀ,୨୩ ।୮: କରୋନା ସଙ୍କଟ ପାଇଁ ଫିଲ୍ମ ଓ ଟିଭି ଆଦିର ସୁଟିଂ ବନ୍ଦ ହୋଇ ପଡିଛି । ଏହାରି ମଧ୍ୟରେ କେନ୍ଦ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ଫିଲ୍ମ ଓ ଟିଭି ପୋଗ୍ରାମ ସୁଠିଂ ପାଇଁ ଏସଓପି ଜାରି ହୋଇଛି । ଏବେ ଫିଲ୍ମ ଓ ଟିଭି ସିରିଏଲ ସୁଟିଂ ଆରମ୍ଭ ହୋଇପାରିବ ।
କିନ୍ତୁ ସୁଟିଂ ବେଳେ ମାସ୍କ ପିନ୍ଧିବା ଜରୁରୀ । କ୍ୟାମେରା ସାମ୍ନାରେ ଥିବା ବେଳେ ମାସ୍କ ନପିନ୍ଧିଲେ ଚଳିବ । ସୁଟିଂ ସେଟକୁ କିଛି ସମୟ ବ୍ୟବଧାନରେ ସାନିଟାଇଜ କରାଯିବ । ସୁଟିଂ ସେଟରେ ଦର୍ଶକ ରହି ପାରିବେ ନାହିଁ ବୋଲି କୁହାଯାଇଛି ।
Today @MIB_India have released a detailed SOP for resuming work in the media production industry. The general principles behind the SOP will help create a safe working environment for cast and crew in the industry. pic.twitter.com/UU0NbqONeO
— Prakash Javadekar (@PrakashJavdekar) August 23, 2020
'Contact Minimisation' is at the core of the SOP. This will be ensured by minimal physical contact and sharing of props, PPEs for hair stylists and make-up artists among others. pic.twitter.com/fBdkfEXcR9
— Prakash Javadekar (@PrakashJavdekar) August 23, 2020