fbpx
BSKY SKY
BSKY SKY

ସନ୍ଧ୍ୟା ୭ଟାରେ ଏସଆରସିଙ୍କ ଗୁରୁତ୍ୱପୁର୍ଣ୍ଣ ସୁଚନା

BSKY

ଭୁବନେଶ୍ୱର, ୧୯ ।୪ (ଓଡିଶା ଭାସ୍କର) : କରୋନା ସ୍ଥିତି ନେଇ ଆଜି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ଶୁଣାଇପାରନ୍ତି ଏସଆରସି । ଆଜି ସନ୍ଧ୍ୟା ୭ଟାରେ ଏସଆରସି ଓଡିଶାବାସୀଙ୍କୁ ସୁଚନା ଦେବେ ବୋଲି ଜଣାପଡିଛି । ରାଜ୍ୟରେ ଲକଡାଉନ୍ କରିବା ନେଇ ଘୋଷଣା ମଧ୍ୟ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ତେବେ ଆଜି ରାଜ୍ୟରେ ୪୪୪୫ ନୁଆ କରୋନା ମାମଲା ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୬୮୨୫୮ ରେ ପହଞ୍ଚିଛି । ଏଥିସହ ୪ଜଣଙ୍କ କରୋନାଜନିତ ମୃତ୍ୟୁ ହୋଇଛି । ଚିହ୍ନଟଙ୍କ ମଧ୍ୟରୁ ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧାରୁ ହିଁ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.