fbpx

ଆଜି ଶ୍ରୀମନ୍ଦିର ବଜେଟ୍

Advertisement

ପୁରୀ, ୧୦ା୩ (ଓଡିଶା ଭାସ୍କର): ଆଜି ଉପସ୍ଥାପିତ ହେବ ପୁରୀ ଶ୍ରୀମନ୍ଦିରର ବାର୍ଷିକ ବଜେଟ୍ । ଦିନ ୧୧ଟା ସମୟରେ ବସିବ ଅର୍ଥ ସବ୍ କମିଟି ବୈଠକ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । କୋଭିଡ୍ କାରଣରୁ ଗତବର୍ଷ ବଜେଟ୍ ଉପସ୍ଥାପିତ ହୋଇପାରିନଥିଲା । ବଜେଟରେ କୋଭିଡ୍ କ୍ଷତିଭରଣାକୁ ଗୁରୁତ୍ୱ ଦିଆଯିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.