ଭୁବନେଶ୍ୱର: ରାଜ୍ୟରେ ଅଣ୍ଡା ଉତ୍ପାଦନ ବଢ଼ିବ । ଏ ନେଇ ସରକାର ନୂଆ ପଲିସି ଆଣିବାକୁ ଯାଉଛନ୍ତି ।
ଅଣ୍ଡା ଉତ୍ପାଦନ ବଢ଼ାଇବା ପାଇଁ ଆସିବାକୁ ଯାଉଛି ନୂଆ ପଲିସି ।
ଏ ନେଇ ମତ୍ସ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସୂଚନା । ରାଜ୍ୟରେ ଅଢ଼େଇ କୋଟି ଅଣ୍ଟାର ଆବଶ୍ୟକତା ରହିଛି ।
ବର୍ତ୍ତମାନ ସମୟରେ ରାଜ୍ୟରେ ମାତ୍ର ୧ କୋଟି ଅଣ୍ଡା ଉତ୍ପାଦନ ହେଉଛି । ଅଣ୍ଡା ଉତ୍ପାଦନ ବଢ଼ାଇବା ପାଇଁ ନୂଆ ପଲିସି ଆଣିବାକୁ ଯାଉଥିବା ସେ କହିଛନ୍ତି ।