fbpx

ଅରୁଣ ବୋଥ୍ରାଙ୍କୁ ପ୍ରମୋସନ ଦେଲେ ରାଜ୍ୟ ସରକାର

Advertisement

ଭୁବନେଶ୍ୱର,୨୯ ।୧୨(ଓଡିଶା ଭାସ୍କର): ଆଇପିଏସ ଅରୁଣ ବୋଥ୍ରାଙ୍କୁ ପ୍ରମୋସନ ଦେଇଛନ୍ତି ରାଜ୍ୟ ସରକାର । ଅତିରିକ୍ତ ଡିଜି ରାଙ୍କକୁ ପ୍ରମୋସନ ପାଇଛନ୍ତି ଅରୁଣ । ‘ପରୀ’ ପ୍ରସଙ୍ଗରେ ତଦନ୍ତ କରି ଅରୁଣ ବୋଥ୍ରା ବେଶ ଚର୍ଚ୍ଚିତ ଥିଲେ ।ଆଇପିଏସ ସଞ୍ଜୟ ସିଂହ ଓ ସୁନୀତା କାକରନ୍‌ଙ୍କୁ ପଦୋନ୍ନତି ଦେଇଛନ୍ତି ରାଜ୍ୟ ସରକାର।

ତେବେ ବହୁ ଚର୍ଚ୍ଚିତ ନୟାଗଡ ‘ପରୀ’ ହତ୍ୟାକୁ ନେଇ ରାଜନୀତି ଜୋର ଧରିଥିଲା । ଏହାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଆଇଟିକୁ ଦାୟିତ୍ୱ ଦିଆଯାଇଥିଲା । ଏହି ଏସଆଇଟି ଟିମର ମୁଖ୍ୟ ଥିଲେ ଅରୁଣ ବୋଥ୍ରା । ସେ ଏହି ମାମଲାରେ ତଦନ୍ତ କରି ଯଦୁପୁରରୁ ଅଭିଯୁକ୍ତ ସରୋଜକୁ ଧରିଥିଲେ ।

Get real time updates directly on you device, subscribe now.